publive-imageମେଷ: ନିଜର କାମ ପୂରା କରିବା ଲାଗି କଠିନ ପରିଶ୍ରମ କରିବାକୁ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। ପିଲାଙ୍କ ପଢ଼ା ସାମଗ୍ରୀ କିଣିବା ଲାଗି ବଜାରକୁ ଯିବେ।

Advertisment

publive-imageବୃଷ: ପୂର୍ବ ନିବେଶରୁ ଆପଣଙ୍କୁ ଲାଭ ହେବ। ନିଜ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।

publive-imageମିଥୁନ: ନିଜର ଦୁର୍ବଳତାକୁ ଜାଣି ସୁଧାରିବାକୁ ଚେଷ୍ଟା କରନ୍ତୁ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ କଥାକୁ ଗମ୍ଭୀରରତା ସହ ଗ୍ରହଣ କରନ୍ତୁ।

publive-image

କର୍କଟ: ଆଧ୍ୟାତ୍ମିକତାରେ ମନ ଲାଗିବ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ଦୋହରାଇବା ପାଇଁ ଏକାଗ୍ରତା ବଜାୟ ରଖନ୍ତୁ। ଧୈର୍ଯ୍ୟର ସହ କାମ ପୂରା କରିବାକୁ ଚେଷ୍ଟା କରନ୍ତୁ।

publive-imageସିଂହ: ବୁଲାବୁଲିରେ ଅଧିକ ସମୟ ବିତାଇବେ। ବ୍ୟବସାୟରେ ଆଶାଠୁ ଅଧିକ ଧନଲାଭ ହେବ। ଚାକିରି ବଦଳାଇବାକୁ ଚାହୁଁଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

publive-imageକନ୍ୟା: କାମରେ ସୁଧାର ଆଣିବାରେ ପୂରା ଧ୍ୟାନ ରହିବ। ନୂଆ କାମ କରିବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ। ମାମୁଲି କଥାରେ କାହାରିକୁ ଆକ୍ରମଣ କରନ୍ତୁ ନାହିଁ।

publive-imageତୁଳା: ଟଙ୍କାପଇସା ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ। ନିକଟ ସଂପର୍କୀୟଙ୍କ ଠାରୁ ଲାଭଦାୟକ ପରାମର୍ଶ ପାଇବେ। ଆପଣଙ୍କ କାମ କର୍ତ୍ତୃପକ୍ଷଙ୍କୁ ଖୁସି କରାଇବ।

publive-imageବିଛା: ବ୍ୟବସାୟରେ ଏଭଳି ପରିବର୍ତ୍ତନ କରିବେ, ଯାହା ଲାଭଦାୟକ ହେବ। ନବବିବାହିତ ଦମ୍ପତି ପରସ୍ପରଙ୍କୁ ଭଲଭାବେ ବୁଝିବେ। ଛାତ୍ର ନୂଆ କୌଶଳ ଶିଖିବେ।

publive-imageଧନୁ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ପରିବାର ଲୋକଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅର୍ଥ ସଂପର୍କିତ ବଡ଼ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।

publive-image

ମକର: ବେପାରରେ ଅଧିକ ଲାଭ ହେବ। ଦେଇଥିବା ଧାର ଅର୍ଥ ଫେରସ୍ତ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ବଡ଼ କଂପାନିରୁ ଡାକରା ଆସିବ। ପାରିବାରିକ ଚିନ୍ତା ଦୂର ହେବ।

publive-image

କୁମ୍ଭ: ଆପଣଙ୍କ ମାନ ସମ୍ମାନ ବଢ଼ିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବୁଦ୍ଧି ଲଗାଇ କାମ କରିବାକୁ ହେବ। ଅବିବାହିତଙ୍କର ବିବାହ କଥା ଫାଇନାଲ ହେବ।

publive-image

ମୀନ: ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ସୁଯୋଗ ଦେବେ। ଆପଣଙ୍କର କିଛି କାର୍ଯ୍ୟରେ ଅଧିକ ସମୟ ଲାଗିବ।