publive-imageମେଷ: ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପଦୋନ୍ନତି ମିଳିପାରେ। କଠିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ।

Advertisment

publive-imageବୃଷ: ଦିନଟି ଆପଣଙ୍କ ଲାଗି ଭଲ। କଠିନ ପରିଶ୍ରମ ଫଳଦାୟୀ ସାବ୍ୟସ୍ତ ହେବ। ଭ୍ରମଣ ଲାଭପ୍ରଦ ହେବ। ଦୂରରୁ କୌଣସି ବନ୍ଧୁ ଘରକୁ ଆସିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶିକ୍ଷଣୀୟ।

publive-imageମିଥୁନ: ଆଖପାଖର ଲୋକ ଆପଣଙ୍କ ଉପରେ ଖୁସି ରହିବେ। କୌଣସି ବଡ଼ ପ୍ରକଳ୍ପରେ ବଡ଼ ଭଉଣୀର ସହଯୋଗ ମିଳିବ। ଜୀବନସାଥୀ ଆପଣଙ୍କ କଥାକୁ ମହତ୍ତ୍ବ ଦେବେ।

publive-imageକର୍କଟ: ଆପଣଙ୍କ ମନ ଆଧ୍ୟାତ୍ମିକ ଭାବନାରେ ଭରି ରହିବ। ଦମ୍ପତିଙ୍କୁ ସାମାଜିକ ସମାରୋହକୁ ଯିବାକୁ ପଡ଼ିପାରେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

publive-imageସିଂହ: ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। କଲେଜ ବନ୍ଧୁ ସହ ହସଖୁସିରେ ସମୟ କାଟିବେ। ବ୍ୟର୍ଥ କାମ ଠାରୁ ନିଜକୁ ଦୂରେଇ ରଖନ୍ତୁ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ।

publive-imageକନ୍ୟା: ବେପାରୀଙ୍କ ଲାଗି ଦିନଟି ଶୁଭ। ଜମି ସଂପର୍କିତ ସମସ୍ୟାର ସମାଧାନ ହୋଇଯିବ। କ୍ୟାରିୟରରେ କିଛି ପରିବର୍ତ୍ତନ ହୋଇପାରେ। ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ।

publive-imageତୁଳା: ଦିନଟି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ମହିଳାଙ୍କୁ ଜୀବନସାଥୀ ଠାରୁ ଉପହାର ମିଳିପାରେ।

publive-imageବିଛା: କାମରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ସ୍ଥଗିତ କାମ ନିଜ ଲୋକଙ୍କ ସହଯୋଗରେ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀଙ୍କ ମତ ଆପଣଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ।

publive-imageଧନୁ: ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ ହୋଇଯିବ। ସଫଳତା ହାସଲ ପାଇଁ ଧୈର୍ଯ୍ୟ ଧରି ରହନ୍ତୁ। କୌଣସି ଜରୁରୀ କାମରେ ଜୀବନସାଥୀ ସାହାଯ୍ୟ କରିବେ।

publive-imageମକର: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ପୁଞ୍ଜି ଲଗାଇବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

publive-image

କୁମ୍ଭ: ଭାଗ୍ୟ ଆପଣଙ୍କୁ ସଂପୂର୍ଣ୍ଣ ସହଯୋଗ କରିବ। କାରବାରରେ ଏଭଳି କଥା ସମ୍ମୁଖକୁ ଆସିବ ଯାହା ଭବିଷ୍ୟତରେ ଲାଭ ଦେବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageମୀନ: ଅଧୁରା କାମ ପୂରା ହୋଇଯିବ। ନବ ବିବାହିତ କୌଣସି ଭଲ ଜାଗାକୁ ବୁଲି ଯିବେ। ଅଫିସରେ ଆପଣଙ୍କ ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ।