publive-imageମେଷ: ପାରିବାରିକ ପରିବେଶ ସୁଖମୟ ରହିବ। କୌଣସି କାମ ପୂରା କରିବାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପ୍ରେମ ଜୀବନ ଭଲ ରହିବ।

Advertisment

publive-imageବୃଷ: ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବେ। ଘରକୁ ବନ୍ଧୁ ଯିବାଆସିବା ଲାଗି ରହିବ। କାମ ଆରମ୍ଭ କରିବା ପୂର୍ବରୁ ବଡ଼ଙ୍କ ଆଶୀର୍ବାଦ ନିଅନ୍ତୁ। ଚାକିରିଆଙ୍କ ଲାଗି ଭଲ ଦିନଟିଏ।

publive-imageମିଥୁନ: ଦିନଟି ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଜୀବନସାଥୀ ଆପଣଙ୍କୁ ମନାଇବା ପାଇଁ ଭଲ ବ୍ୟଞ୍ଜନ ତିଆରି କରି ଖାଇବାକୁ ଦେବେ।

publive-imageକର୍କଟ: ଶତ୍ରୁମାନେ ଆପଣଙ୍କ ଠାରୁ ଦୂରରେ ରହିବେ। କୌଣସି ଭଲ ଖବର ମିଳିବ। ରାଜନୈତିକ ଉତ୍ସରୁ ଆର୍ଥିକ ଲାଭ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ନିବେଶ କରନ୍ତୁ।

publive-imageସିଂହ: ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ରାଜନୀତିରେ ଆପଣଙ୍କ ରୁଚି ବଢ଼ିବ। ବନ୍ଧୁ ସହିତ ମନଖୋଲା କଥା ହେଲେ ଆପଣଙ୍କର ସମସ୍ୟାର ସମାଧାନ ବାହାରିବ।

publive-imageକନ୍ୟା: ଆପଣଙ୍କ ଜୀବନରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ନବ ବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

publive-imageତୁଳା: ଆପଣଙ୍କର ଅଧୁରା କାମ ସଂପୂର୍ଣ୍ଣ ହେବ। କବିମାନଙ୍କର ପୁରୁଣା କାବ୍ୟର ପ୍ରଶଂସା ହୋଇପାରେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ।

publive-imageବିଛା: ବଡ଼ କଂପାନି ସହିତ ଚାକିରି ନେଇ କଥାବାର୍ତ୍ତା କରିବେ। ବ୍ୟବସାୟରେ ଆଶାତୀତ ଲାଭ ହେବ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖରେ ପୂର୍ଣ୍ଣ ରହିବ।

publive-imageଧନୁ: ପରିବାର ଲୋକଙ୍କ ସହିତ ବଚସା ହୋଇପାରେ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।

publive-imageମକର: ଯେଉଁ କାମ କରିବାକୁ ଚାହିଁବେ ତାହା ନିଶ୍ଚିତ ପୂରା ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଠୁଁ ବହୁତ ଖୁସି ପାଇବେ।

publive-image

କୁମ୍ଭ: ଖୁସି ଖବର ପାଇବେ। ଘରକୁ ବନ୍ଧୁ ଆସି ପାରନ୍ତି। ବେପାରରେ ଉନ୍ନତିର ଅବସର ପାଇବେ। ମହିଳାମାନେ ରୋଷେଇ କରୁଥିବା ସମୟରେ ସାବଧାନ ରହନ୍ତୁ।

publive-imageମୀନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ସାଧାରଣ ରହିବ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।