publive-imageମେଷ: ଚାକିରିଆ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଆପଣ ସ୍ପଷ୍ଟବାଦୀ ହେବେ। ବେପାରରେ ଉନ୍ନତି ହେବ। ଦୂର ସ୍ଥାନକୁ ଯିବାର ଯୋଗ ଅଛି। ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ।

Advertisment

publive-imageବୃଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ଭଲ ତାଳମେଳ ରହିବ। ମାଆ ଠାରୁ ପିଲାମାନେ କିଛି ନୂଆ ଶିଖିବାକୁ ପାଇବେ। କଲେଜରେ ନୂଆ ସାଙ୍ଗ ବନାଇ ପାରନ୍ତି। ‌

publive-imageମିଥୁନ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ବଡ଼ ଯୋଜନାରେ ସଫଳତା ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

publive-imageକର୍କଟ: ଆପଣଙ୍କର ମାନସିକ ସ୍ଥିତି ଭଲ ରହିବ। ବ୍ୟକ୍ତିଗତ ଜୀବନରେ ଦ‌ାୟିତ୍ବ ବଢ଼ିବ। ବ୍ୟବସାୟରେ ସଫଳତା ପାଇବେ। ପ୍ରିୟ ବ୍ୟକ୍ତିଙ୍କ ସହ ଭଲ ଜାଗାକୁ ବୁଲିବାକୁ ଯିବେ।

publive-imageସିଂହ: ଦିନଟି ଉତ୍ସାହଜନକ ରହିବ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ରାଜନୈତିକ କର୍ମୀ ଲୋକମାନଙ୍କୁ ସାହାଯ୍ୟ କରିବେ।

publive-imageକନ୍ୟା: ପରିଶ୍ରମର ଭଲ ପରିଣାମ ପାଇବେ। ଅଫିସରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଓକିଲଙ୍କ ଲାଗି ଭଲ ଦିନଟିଏ। ବିରୋଧୀଙ୍କ ସହ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ।

publive-imageତୁଳା: ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ଚାକିରିଆଙ୍କର ଉନ୍ନତି ହେବ। ରାଜନେତା କୌଣସି ସମାରୋହକୁ ଯାଇପାରନ୍ତି।

publive-imageବିଛା: ଧ୍ୟାନ ଦେଇ ନିଜର କାମ କରନ୍ତୁ। ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ଅଫିସ କାମରେ ଅନ୍ୟ ସହରକୁ ଯିବେ। କଣ୍ଠଶିଳ୍ପୀଙ୍କର କୌଣସି ଗୀତ ଲୋକମାନଙ୍କୁ ପସନ୍ଦ ଆସିବ।

publive-imageଧନୁ: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଜମି ଓ ଗୃହରେ ନିବେଶ ପାଇଁ ଭାବି ପାରନ୍ତି। ପାରିବାରିକ ଜୀବନ ଭଲ ରହିବ। ବେପାରୀଙ୍କୁ ନୂଅ ସଫଳତା ମିଳିପାରେ।

publive-imageମକର: ପରିବାର ଲୋକଙ୍କ ସାହାଯ୍ୟ ଆପଣଙ୍କ ମନୋବଳ ବୃଦ୍ଧି କରାଇବ। ନୂଆ ଚାକିରି ମିଳିବାର ଆଶା ବଢ଼ିବ। ମନ ପସନ୍ଦ ଜିନିଷ କିଣିବେ। ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ।

publive-image

କୁମ୍ଭ: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବନ୍ଧୁ ଯୋଜନାକୁ ସଫଳ କରାଇବେ। ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ ଲାଭଦାୟକ। ପରିବାରର ପରିବେଶ ସକାରାତ୍ମକ ରହିବ।

publive-imageମୀନ: ଦୂରସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବ୍ୟବସାୟୀଙ୍କୁ ଭାଗ୍ୟର ସହଯୋଗ ମିଳିବ।