publive-imageମେଷ: କାହାରି ସହିତ ଶୀଘ୍ର ବନ୍ଧୁତା କରନ୍ତୁ ନାହିଁ। ଗୁପ୍ତ ରହସ୍ୟ ଜାଣି ପାରବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଥଟ୍ଟା ମଜାକୁ ନେଇ ନାରାଜ ହୁଅନ୍ତୁ ନାହିଁ।

Advertisment

publive-imageବୃଷ: ପୂଜାପାଠରେ ସମୟ ବିତିବ। ଭାଇର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିବେ। ଅର୍ଥ ଦିଆନିଆ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

publive-imageମିଥୁନ: ବ୍ୟବସାୟ ସଂପର୍କିତ ଯୋଜନା ଆକର୍ଷଣୀୟ ହେବ। କଥାବାର୍ତ୍ତା ବେଳେ ଅନ୍ୟର କଥାକୁ ଭଲଭାବେ ଶୁଣନ୍ତୁ। ବନ୍ଧୁ ପାଖରୁ ଆର୍ଥିକ ସାହାଯ୍ୟ ନେବେ।

publive-image

କର୍କଟ: ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ପ୍ରେମକୁ ମଜଭୁତ କରିବ। ଆପଣ ଶକ୍ତଶାଳୀ ଅନୁଭବ କରିବେ। ମନର ମଣିଷ ସହ ମନ ପସନ୍ଦ ଜାଗାକୁ ବୁଲି ଯିବେ।

publive-imageସିଂହ: ଆପଣ ସ୍ବଇଚ୍ଛାରେ କାହାରିକୁ ସାହାଯ୍ୟ କରିବେ। କାରବାର ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ସହ ବିଚାର ବିମର୍ଶ କରିବେ। ଆପଣଙ୍କ ଆୟ ବଢ଼ିବାର ସମ୍ଭାବନା ଅଛି।

publive-imageକନ୍ୟା: ନିଜ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ। କାମକୁ ନେଇ ଜିଦ୍ କଲେ କାମ ବିଗିଡ଼ି ପାରେ। ଶୁଭ ଖବର ପାଇବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

publive-imageତୁଳା: ଦିନଟି ଖୁସିରେ ପରିପୂର୍ଣ୍ଣ ରହିବ। କଠିନ କାମ ସହଜରେ ସଂପୂର୍ଣ୍ଣ କରିବେ। ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-imageବିଛା: ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି। ରାଜନୀତିରେ ବଡ଼ ଲୋକଙ୍କ ସହ ମିଳାମିଶା ବଢ଼ିବ। ସ୍ବାସ୍ଥ୍ୟ ପାଇଁ ସ୍ବଳ୍ପ ସମୟ ବାହାର କରନ୍ତୁ।

publive-imageଧନୁ: ଆପଣଙ୍କ ଚତୁରତା ବ୍ୟବସାୟ ବଢ଼ାଇବ। ପିଲାମାନଙ୍କ ଦାୟିତ୍ବ ପୂରା କରିବା ପାଇଁ ସମୟ ଉପନୀତ। ରଙ୍ଗମଞ୍ଚ କଳାକାର ବଡ଼ ଉପଲବ୍ଧି ହାସଲ କରିବେ।

publive-image
ମକର: ଭାଷା ଉପରେ ନିୟନ୍ତ୍ରଣ ରଖି ସଫଳତା ହାସଲ କରିନେବେ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ଜୀବନର ବଡ଼ ନିଷ୍ପତ୍ତି ନେବେ।

publive-image

କୁମ୍ଭ: ଆପଣଙ୍କୁ ଆହ୍ବାନପୂର୍ଣ୍ଣ କାମର ଦାୟିତ୍ବ ମିଳିବ। ଚାକିରରେ ପଦୋନ୍ନତି ସହ ଆୟ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ଅନୁଭବ ହାସଲ କରିବେ।

publive-image

ମୀନ: ଭାଗ୍ୟ ଆପଣଙ୍କ ସମର୍ଥନ କରିବ। କାର୍ଯ୍ୟକ୍ଷେତ୍ରରେ ମିଶ୍ରିତ ପରିଣାମ ମିଳିବ। ଜୀବନସାଥୀର ଦୃଷ୍ଟିକୋଣ ବୁଝି ବ୍ୟକ୍ତିଗତ ସମସ୍ୟାର ସମାଧାନ କରିବେ।