publive-imageମେଷ: ଜମି ବ୍ୟବସାୟୀ ବଡ଼ ଡିଲ୍‌ରୁ ଭଲ ଲାଭ ପାଇବେ। ରାଜନୀତିଜ୍ଞଙ୍କୁ ସଂଗଠନରେ କୌଣସି ବଡ଼ ଦାୟିତ୍ବ ମିଳିବ। ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସମୟ ସହାୟ ହେବ।

Advertisment

publive-imageବୃଷ: ପରିବାରରେ କୌଣସି ଧର୍ମାନୁଷ୍ଠାନ ହେବାର ଯୋଗ ଅଛି। ଶିକ୍ଷକଙ୍କର ବଦଳିରେ ଲାଗି ରହିଥିବା ବାଧା ଦୂର ହେବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ମାର୍ଗଦର୍ଶନ ମିଳିବ।

publive-imageମିଥୁନ: ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-imageକର୍କଟ: ବିଲଡର୍‌ଙ୍କୁ କୌଣସି ବଡ଼ ଠିକା କାମ ମିଳିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧ ଆହୁରି ମଜଭୁତ ହେବ। ସରକାରୀ ବିଭାଗରେ କାମ କରୁଥିବା ଲୋକଙ୍କ ପଦୋନ୍ନତିର ଯୋଗ ରହିଛି।

publive-imageସିଂହ: ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ଜରିଆରେ ଚାକିରି ମିଳିବା ସହଜ ହେବ। ଆବଶ୍ୟକତାକୁ ଦେଖି ଖର୍ଚ୍ଚ କରନ୍ତୁ।

publive-imageକନ୍ୟା: ବକେୟା ଅର୍ଥ ପାଇବେ। ଓକିଲ କୌଣସି ମକଦ୍ଦମାକୁ ନେଇ ବ୍ୟସ୍ତ ରହିବେ। ଯେଉଁମାନେ ବାହାରେ ରହୁଛନ୍ତି ସେମାନେ ଜୀବନସାଥୀଙ୍କ ସହ ମିଶିବାର ମଉକା ପାଇବେ।

publive-imageତୁଳା: ବେପାରରେ ନୂଆ ଲୋକଙ୍କ ସହିତ ସାକ୍ଷାତ କରିବେ। ପ୍ଲାଷ୍ଟିକ କାରବାର କରୁଥିବା ଲୋକଙ୍କର ଭଲ ବିକ୍ରି ହେବ। ଝିଅର ବଡ଼ ସଫଳତା ଘରେ ଖୁସିର ପରିବେଶ ସୃଷ୍ଟି କରିବ।

publive-imageବିଛା: ଅଫିସ କାମକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିଦେବେ। ପ୍ରେମୀଯୁଗଳ ନିଜର ସମ୍ବନ୍ଧ କଥା ଘର ଲୋକଙ୍କୁ କହିବେ। ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଙ୍କୁ ସଫଳତା ମିଳିବ।

publive-imageଧନୁ: ବେପାରରେ ଲାଭ ହେବ। ଘନିଷ୍ଠ ବନ୍ଧୁର ଆଶୀର୍ବାଦ ପାଇବେ। ଅସହାୟଙ୍କୁ ସାହାଯ୍ୟ କରି ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

publive-imageମକର: ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ପ୍ରାଧାନ୍ୟ କାଏମ୍ ରହିବ। ଦାମ୍ପତ୍ୟ ଜୀବନରେ ଉତ୍ତମ ତାଳମେଳ ବଜାୟ ରହିବ।

publive-image

କୁମ୍ଭ: ଧର୍ମକାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ। ସାମାଜିକ ଗଣମାଧ୍ୟମରେ ଆପଣଙ୍କର ରୁଚି ବଢ଼ିବ।

publive-imageମୀନ: ଶୁଖିଲା ଖାଦ୍ୟ ବ୍ୟବସାୟୀଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ପ୍ରେମୀଯୁଗଳ ଫୋନ୍‌ରେ ଦୀର୍ଘ ସମୟ କଥା ହେବେ।