publive-imageମେଷ: ଆପଣ ସଂପୂର୍ଣ୍ଣ ସୁସ୍ଥ ରହିବେ। ରାଜନୀତିଜ୍ଞ ସମାରୋହ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶିକ୍ଷକ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବେ। ‌

Advertisment

publive-imageବୃଷ: ଅଫିସରେ କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ସୋସିଆଲ ମିଡିଆରେ ବନ୍ଧୁ ସଂଖ୍ୟା ବଢ଼ିବେ। ଆଇନ ଛାତ୍ରଙ୍କର ପାଠରେ ଯଥେଷ୍ଟ ଉତ୍ସାହ ଆସିବ।

publive-imageମିଥୁନ: ଆପଣଙ୍କର କୌଣସି କାମର ପ୍ରଶଂସା ହେବ। କଠିନ କାମରେ ଆପଣ ହାର ମାନିବେ ନାହିଁ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।

publive-image

କର୍କଟ: ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ। ବ୍ୟବସାୟରେ ଲାଭଦାୟକ ସଉଦା କରିବେ। ପାଖ ଲୋକଙ୍କ ସାହାଯ୍ୟ ପାଇବେ। ବାପାମାଆ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଚିନ୍ତା କରିବେ।

publive-imageସିଂହ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।

publive-imageକନ୍ୟା: କାରବାରରେ ଭାବିଚିନ୍ତି ଆଗକୁ ବଢ଼ିବା ଉଚିତ। ଆୟ ବ୍ୟୟରେ ସମନ୍ବୟ ରହିବ। ଭାବିଥିବା କାମରେ ସଫଳତା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ଉପହାର ଦେଇପାରନ୍ତି।

publive-imageତୁଳା: ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳିବ। କାହାରି ଠାରୁ ଧାର ନେଇ ଥିଲେ ପରି‌ଶୋଧ କରି ଦିଅନ୍ତୁ। ବୈବାହିକ ଜୀବନରେ ଆତ୍ମସନ୍ତୋଷ ବଢ଼ିବ। ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।

publive-imageବିଛା: ସାମାଜିକ କ୍ଷେତ୍ରରେ କାମ କରୁଥିବା ଲୋକ ସମ୍ମାନିତ ହେବେ। ବସ୍ତ୍ର ବ୍ୟବସାୟୀଙ୍କ କାମ ସୁରୁଖୁରୁରେ ଚାଲିବ। ପ୍ରେମୀଯୁଗଳ ନିଜର ଭ୍ରାନ୍ତ ଧାରଣା ଦୂର କରିବେ।

publive-imageଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ଫଳପ୍ରଦ। ପରିବାର ଲୋକଙ୍କ ସହିତ ଆବେଗ ଯୋଡ଼ି ରଖନ୍ତୁ। ପାଠପଢ଼ାରେ ବିଷୟକୁ ଭଲଭାବେ ବୁଝିବେ। ଖାଦ୍ୟ ପାନୀୟ ନେଇ ସଜାଗ ରହନ୍ତୁ।

publive-image
ମକର: କାମ କରିବା ପାଇଁ ଉତ୍ସାହ ବଢ଼ିବ। ଅଫିସରେ କେବଳ ନିଜ କାମରେ ମନ ଦିଅନ୍ତୁ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ପ୍ରିୟ ବନ୍ଧୁ ସହ କଥା ହୋଇ ଭଲ ଲାଗିବ।

publive-image

କୁମ୍ଭ: ଅଫିସ କାମରେ ବ୍ୟସ୍ତ ରହିବେ। ଭ୍ରମଣର ବିଚାର ଆପଣଙ୍କୁ ଅସ୍ଥିର କରିପାରେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ସୁଷମ ଖାଦ୍ୟ ଭୋଜନ କରନ୍ତୁ।
publive-image

ମୀନ: ଜୀବନକୁ ଭଲ ଢଙ୍ଗରେ ଜିଇବାକୁ ଚେଷ୍ଟା କରିବେ। ଆପଣଙ୍କର ସମସ୍ତ ଚେଷ୍ଟା ସଫଳ ହେବ। ଭାଗ୍ୟର ଦ୍ବାର ଖୋଲିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ପାଇବେ।