ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦୀର୍ଘ ଦିନରୁ ଅଟକିଥିବା କାମ ସଂପୂର୍ଣ୍ଣ ହେବ। ସମାଜରେ ଆପଣଙ୍କ କାମକୁ ସମ୍ମାନିତ କରାଯିବ। ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ‌

ବୃଷ: କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। ଆୟ ସହିତ ଖର୍ଚ୍ଚର ଭାରସାମ୍ୟ ବନାନ୍ତୁ। ସାଙ୍ଗସାଥୀ ସହିତ ଦିନଟି ଭଲରେ କଟିବ।

ମିଥୁନ: ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହୋଇପାରେ। ଜୀବନସାଥୀ ସହିତ ବାହାରେ ରାତ୍ରିଭୋଜନ କରିବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ‌

କର୍କଟ: ନୂଆ ଲୋକମାନଙ୍କ ସହିତ ସଂଯମରେ ରହନ୍ତୁ। କାମରେ ବଡ଼ ଲୋକଙ୍କ ପରାମର୍ଶ ନେବା ଭଲ। ଧାର ନେବା ଦେବାରୁ ନିବୃତ୍ତ ରହନ୍ତୁ। ଡାକ୍ତରଙ୍କ ଲାଗି ଦିନଟି ଭଲ। ‌

ସିଂହ: ବିଶେଷ କାମ ପୂରା କରିବେ। ନିଜ ପସନ୍ଦର ପୁସ୍ତକ ପଢ଼ିବେ। ବ୍ୟବସାୟରେ ଲାଭର ଯୋଗ ଅଛି। ସମ୍ବନ୍ଧରେ ଲାଗି ରହିଥିବା ଭୁଲ୍ ଧାରଣା ଦୂର ହେ‌ବ। ‌

କନ୍ୟା: ପରିବାରର ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରିବେ। ନୂଆ ଲୋକଙ୍କ ସହିତ ଭାଗୀଦାରିର ମଉକା ପାଇବେ। ସକାରାତ୍ମକ ଚିନ୍ତା ଲାଭଦାୟକ ସାବ୍ୟସ୍ତ ହେବ। ‌

ତୁଳା: ଜୀବନକୁ ସୁନ୍ଦର କରି ଗଢ଼ିବା ପାଇଁ ଚେଷ୍ଟା କରିବେ। ଘରକୁ କିଛି ବନ୍ଧୁ ଆସିପାରନ୍ତି। ଅଫିସରେ କାମ ବୋଝ ବଢ଼ିବ। ବିଦ୍ୟାର୍ଥୀଙ୍କୁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।

ବିଛା: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଦୀର୍ଘ ଦିନର ବାକିଥିବା କାମ ପୂରା ହେବ। ପାରିବାରିକ ଜୀବନ ସୁଖକର ହେବ। ରାଜନୀତିରେ ସଫଳତା ପାଇବେ।

ଧନୁ: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ଶୀଘ୍ର ଲକ୍ଷ୍ୟ ପୂରା କରିବା ପାଇଁ ଚେଷ୍ଟା କରିବେ। ଯୋଗ କେନ୍ଦ୍ର ଖୋଲିବା ଲାଗି ଦିନଟି ଭଲ।

ମକର: କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପାରିବାରିକ ସମ୍ବନ୍ଧରେ ଘନିଷ୍ଠତା ବଢ଼ିବ। ହୋଟେଲ ଓ ରେସ୍ତୋରାଁ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ।

କୁମ୍ଭ: କିଛି ଦିନରୁ ଅଟକିଥିବା କାମ ପୂରା ହୋଇଯିବ। ପର୍ଯ୍ୟଟନ ବ୍ୟବସାୟୀଙ୍କର ଆୟ ବଢ଼ିବ। ନବବିବାହିତ ଦମ୍ପତି ଧର୍ମାନୁଷ୍ଠାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: ପରିବାର ସହିତ ମିଶି ଉପଭୋଗ କରିବେ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର