ଜାଣନ୍ତୁ ଆଜିର ରାଶିଫଳ

ମେଷ: ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ଗ୍ରାହକଙ୍କ ଦ୍ବାରା ଭଲ ଧନଲାଭ ହେବ। ପାରିବାରିକ ମାମଲା ଆପଣଙ୍କ ପକ୍ଷରେ ରହିବ। ରାଜନୀତିରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

ବୃଷ: ନୃତ୍ୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିବା ପାଇଁ ଦିନଟି ଭଲ। ଅଚାନକ ଧନଲାଭ ଯୋଗ ଅଛି। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରିୟଜନ ଆପଣଙ୍କୁ ବାହାରକୁ ବୁଲିଯିବା ପାଇଁ କହିବେ।

ମିଥୁନ: କୌଣସି କାମ ସୁଖଦ ପରିଣାମ ନେଇ ଆସିବ। ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ। ବେପାରରେ ଭଲ ଲାଭ ହୋଇପାରେ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବଢ଼ିବ।

କର୍କଟ: ଆପଣଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟ ପ୍ରାପ୍ତିର ସାଧନରେ ବୃଦ୍ଧି ହେବ। ଜମି ବ୍ୟବସାୟୀଙ୍କୁ ବଢ଼ିଆ ଜମି ଭଲ ଦାମରେ ମିଳିଯିବ। ପରୀକ୍ଷାରେ ଭଲ ପରିଣାମ ପାଇବେ।

ସିଂହ: କ୍ୟାରିୟର ବିଷୟରେ ଭଲ ଖବର ପାଇବେ। ନିଜଠାରୁ ବଡ଼ଙ୍କର କଥା ଧ୍ୟାନ ଦେଇ ଶୁଣନ୍ତୁ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟିକ କାରଣରୁ ପରିଶ୍ରମ ଓ ଯାଆସ ବଢ଼ିବ।

କନ୍ୟା: ଘରର ପରିବେଶ ଭଲ ରହିବ। ଶାରୀରିକ ଦୃଷ୍ଟିରୁ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ସମାଜରେ ଆପଣଙ୍କର ପ୍ରଶଂସା ହେ‌ବ। ବେପାରରେ ଲାଭ ହେବ। ଛାତ୍ରଙ୍କ କ୍ୟାରିୟର୍‌ରେ ନୂଆ ପରିବର୍ତ୍ତନ ଆସିବ।

ତୁଳା: ନିଜ କାମରେ ଅଧିକ ବ୍ୟସ୍ତ ରହିପାରନ୍ତି। କିଛି ନୂଆ ଲୋକଙ୍କ ସହିତ ଯୋଡ଼ିପାରନ୍ତି। କ୍ୟାରିୟର୍‌ରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ନିୟମିତ କାମରେ ମନ କମ ଲାଗିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ଦାୟିତ୍ବ ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ଧନୁ: ଆପଣ ନିଜକୁ ପରିବର୍ତ୍ତନ ହୋଇଥିବା ଭୂମିକାରେ ଅନୁଭବ କରିବେ। ଆପଣଙ୍କ ବ୍ୟବସାୟିକ କୌଶଳରେ ଦ୍ରୁତ ଆସିବ। ଆୟ ବଢ଼ାଇବା ପାଇଁ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ମକର: କାମର ବୋଝ ବଢ଼ିପାରେ। ଶାନ୍ତିରେ କାମ କରନ୍ତୁ ଭଲ ହେବ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ନବବିବାହିତଙ୍କ ଜୀବନରେ ଖୁସି ବଢ଼ିବ। ଚାକିରିରେ ଦରମା ବଢ଼ିପାରେ।

କୁମ୍ଭ: ଅନ୍ୟମାନଙ୍କ ଉପରେ ଆପଣଙ୍କର ଭଲ ପ୍ରଭାବ ପଡ଼ିବ। ପାରିବାରିକ ଆୟ ବଢ଼ିପାରେ। ଘରର ଦରକାରୀ ଜିନିଷ କିଣିବା ପାଇଁ ସହରକୁ ଯିବେ। ଆପଣଙ୍କୁ ପରିଶ୍ରମର ପୁରସ୍କାର ମିଳିବ।

ମୀନ: ଜୀବନସାଥୀର ସହଯୋଗ ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବେପାରରେ ଭଲ ଲାଭ ହେବ। କୌଣସି କାମରେ ଦୂରସ୍ଥାନକୁ ଯିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ସମ୍ବନ୍ଧିତ ଖବର