publive-imageମେଷ: ଅଫିସ କାମରେ ବ୍ୟସ୍ତ ରହିପାରନ୍ତି। ନିଜ କଥା ଅନ୍ୟମାନଙ୍କ ସମ୍ମୁଖରେ ରଖିବେ। ପରିବାରର କୌଣସି ମାମଲାକୁ ଅଣଦେଖା କରନ୍ତୁ ନାହିଁ। ବାହନ କିଣିବାର ଯୋଗ ଅଛି। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

Advertisment

publive-imageବୃଷ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବୈବାହିକ ଜୀବନ ଖୁସିରେ ପରିପୂର୍ଣ୍ଣ ରହିବ।

publive-imageମିଥୁନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପରିଶ୍ରମର ଉଚିତ ଫଳ ଆପଣଙ୍କୁ ମିଳିବ। ବ୍ୟବସାୟୀ ମହତ୍ତ୍ବପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଅନୁକୂଳ ରହିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ।

publive-image

କର୍କଟ: ପାରିବାରିକ ମାମଲାକୁ ନେଇ ଅଧିକ ଯାତାୟାତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ଚାକିରିରେ ନୂଆ ଅବସର ମିଳିବାର ଯୋଗ ଅଛି।

publive-imageସିଂହ: ଚାକିରି ବୃତ୍ତିରେ ବଡ଼ ଆହ୍ବାନ ଆସିବ। ଅଚାନକ ଧନଲାଭର ଅବସର ପାଇବେ। ପରିବାରରେ ମଧୁରତା ବଢ଼ିବ। ଆପଣଙ୍କର ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ।

publive-imageକନ୍ୟା: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ରାଜନେତାଙ୍କର ମାନ ସମ୍ମାନ ବଢ଼ିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

publive-imageତୁଳା: ଲକ୍ଷ୍ୟ ହାସଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ଭଲ ଖବର ପାଇବେ। ପରିବାର ସହିତ ଧର୍ମାନୁଷ୍ଠାନକୁ ଯିବେ।

publive-imageବିଛା: ଭାବିଥିବା କିଛି କାମ ସରିଯିବ। କାରବାରରେ କିଛି ଲୋକ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।

publive-image
ଧନୁ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଆପଣଙ୍କୁ କୌଣସି କାମରେ ସକାରାତ୍ମକ ପରିଣାମ ମିଳିପାରେ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ଜମି ଦଲାଲ ଠିକ୍ ରାସ୍ତାରେ ଆଗେଇବେ।

publive-image

ମକର: ସକାରାତ୍ମକ ଭାବନା ଘେନି କାମ କରନ୍ତୁ ସଫଳତା ମିଳିବ। ବଡ଼ ନିଷ୍ପତ୍ତିରେ ପରିବାର ଲୋକଙ୍କ ମତ ନିଅନ୍ତୁ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ବୌଦ୍ଧିକ କ୍ଷମତା ବୃଦ୍ଧି ହେବ।

publive-image

କୁମ୍ଭ: ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବିଜ୍ଞାନ ଛାତ୍ର କିଛି ନୂଆ ଶିଖିବେ।

publive-image

ମୀନ: ବିଶେଷ କାମରେ ଆପଣଙ୍କୁ ଲାଭ ମିଳିପାରେ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପ୍ରଶାସନିକ ଚାକିରି ପାଇଁ ପ୍ରସ୍ତୁତ କରୁଥିବା ଲୋକଙ୍କୁ ସଫଳତା ମିଳିବ।