/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: କାମରେ କୌଣସି ବନ୍ଧୁର ସାହାଯ୍ୟ ନେଇ ପାରନ୍ତି। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ ସମସ୍ୟା ଆସିପାରେ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ଲାଭ ଦେବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ପ୍ରିୟ ବନ୍ଧୁ ସହିତ ସାକ୍ଷାତ ହୋଇପାରେ। ଖୁସି ଖବର ପାଇବେ। ଆପଣଙ୍କୁ ନୂଆ ଉତ୍ସରୁ ଧନ ପ୍ରାପ୍ତି ହୋଇପାରେ। ଆପଣ ପୁଞ୍ଜି ଲଗାଇବା ପାଇଁ ଭଲ ପରାମର୍ଶ ପାଇବେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରି ପାରନ୍ତି। ଅଫିସ ପରିବେଶ ଟିକେ ଗମ୍ଭୀର ରହିବ। କର୍ତ୍ତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ନିଜର ମତ ଦିଅନ୍ତୁ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: କାମ ଖୁବ୍ ସହଜରେ ସମ୍ପାଦିତ ହୋଇଯିବ। ଆପଣ ସଂଯମ ରକ୍ଷା କରିବା ଦରକାର। ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ଯୋଗଦାନ କରନ୍ତୁ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ସନ୍ତାନ ସହଯୋଗରେ ବଡ଼ କାମ ସଂପୂର୍ଣ୍ଣ ହୋଇଯିବ। ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ। କାନ୍ଧକୁ ନୂଆ ଦାୟିତ୍ବ ଆସିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: କାମରେ ବାଧା ଉତ୍ପନ୍ନ ହୋଇପାରେ। ବ୍ୟବସାୟରେ ଲାଭ କମ୍ ମିଳିପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ପରେ ଆପଣଙ୍କ କ୍ୟାରିୟରର ଦିଶା ବଦଳି ଯାଇପାରେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ପୂଜାପାଠରେ ସମୟ ବିତିବ। ଆପଣଙ୍କ ଚତୁର୍ପାର୍ଶ୍ବର ପ୍ରତ୍ୟେକ ଜିନିଷ ପ୍ରତି ଦୃଷ୍ଟି ଦିଅନ୍ତୁ। ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ। କାହାରିକୁ ସାହାଯ୍ୟ ମାଗି ପାରନ୍ତି।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବନ୍ଧୁ ସହିତ ବାହାରେ ସୁଖଦ ସମୟ କାଟିବେ। କୌଣସି ଜରୁରୀ ଜିନିଷ ଆପଣଙ୍କୁ ଲାଭ ଦେଇପାରେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିପାରେ। ଆପଣଙ୍କ ବୈବାହିକ ଜୀବନରେ ତାଳମେଳ ବଢ଼ିବ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ପୁରୁଣା କଥାକୁ ନେଇ ମନସ୍ତାପରେ ରହିପାରନ୍ତି। କାମରେ ବାହାରକୁ ଯିବାର ଯୋଜନା କରି ପାରନ୍ତି। ବିବାହିତ ନିଜର ଜୀବନ ଆନନ୍ଦମୟ କରିବା ଦିଗରେ ଲାଗି ରହିବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ବ୍ୟବସାୟ କ୍ଷେତ୍ରରୁ ଆପଣଙ୍କୁ ଲାଭ ମିଳିବ। ନିତିଦିନିଆ କାମରେ ପୂର୍ଣ୍ଣ ସଫଳତା ମିଳିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ। ଗବେଷଣା କାମ ସଂପୂର୍ଣ୍ଣ ହୋଇପାରେ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଆପଣଙ୍କୁ କୌଣସି ସଭାର ଅତିଥି ରୂପେ ନିମନ୍ତ୍ରଣ ମିଳିବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ।
ମୀନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଆପଣଙ୍କୁ କୌଣସି ସଭାର ଅତିଥି ରୂପେ ନିମନ୍ତ୍ରଣ ମିଳିବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)
