publive-imageମେଷ: ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ବ୍ୟବସାୟରେ ପ୍ରଗତି ଲାଗି ସମୟ ଭଲ। ‌

Advertisment

publive-imageବୃଷ: ପରିବାର ଲୋକଙ୍କ ସହଯୋଗ ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ଚାକିରିଆଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନରେ ସ୍ଥିରତା ବଜାୟ ରହିବ। ‌

publive-imageମିଥୁନ: ନିରାପଦ ଭବିଷ୍ୟତ ପାଇଁ ଚିନ୍ତା କରିବେ। ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ଭାଗୀଦାରି ବେପାରରେ ଲାଭ ପାଇବେ। ଅଫିସ କର୍ତ୍ତୃପକ୍ଷଙ୍କ ଠାରୁ ଉପହାର ପାଇବେ।

publive-imageକର୍କଟ: ମନରେ ସକାରାତ୍ମକ ବିଚାର ରହିବ। ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।

publive-imageସିଂହ: ଦିନଟି ଆପଣଙ୍କ ଲାଗି ଉତ୍ସାହପୂର୍ଣ୍ଣ ରହିବ। ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜିନେବେ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

publive-imageକନ୍ୟା: ଭଲ ଢଙ୍ଗରେ ଜିଇବା ପାଇଁ ପ୍ରୟାସ କରିବେ। ଭାଗ୍ୟର ଦ୍ବାର ଖୋଲିବ। ଛୋଟ ସୁଯୋଗ ଆପଣଙ୍କୁ ଧନୀ ବନାଇପାରେ। ଚାକିରିରେ ପଦୋନ୍ନତି ସହ ବଦଳିର ସମ୍ଭାବନା ଅଛି।

publive-imageତୁଳା: ଭାଗ୍ୟ ବଦଳାଇବା ପାଇଁ ଭଲ ସୁଯୋଗ ପାଇବେ। ସବୁ କାମ ସରଳ ଭାବେ ପୂରା ହେବ। ଲୋକେ ଆପଣଙ୍କର ପ୍ରଶଂସା କରିବେ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

publive-imageବିଛା: ଧର୍ମକାର୍ଯ୍ୟରେ ମନ ଲାଗିବ। ପୁରୁଣା ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ। କାମରେ ସକାରାତ୍ମକ ଫଳ ପାଇବେ। ଅବିବାହିତଙ୍କ ବିବାହ ନେଇ ଘରେ ଆଲୋଚନା ହେବ।

publive-imageଧନୁ: କିଛି ନୂଆ କରିବା ପାଇଁ ବିଚାର କରିବେ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ଆଇନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ମନପସନ୍ଦ ପଦ ପାଇବେ। ‌

publive-imageମକର: ଚାକିରିଆ ଆଗକୁ ବଢ଼ିବାର ସୁଯୋଗ ପାଇବେ। ବେପାରୀଙ୍କର ଆମଦାନି ବଢ଼ିବ। ମନରେ ନୂଆ ନୂଆ ବିଚାରର ସମାବେଶ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ।

publive-image

କୁମ୍ଭ: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

publive-imageମୀନ: ଦିନଟି ସୁଖ ଓ ଶାନ୍ତି ପୂର୍ବକ ବିତିବ। ଅଫିସରେ କିଛି ନୂଆ ଶିଖିବାର ଅବସର ପାଇବେ। ଆୟ ବ୍ୟୟରେ ତାଳମେଳ ରହିବ। କୌଣସି ଭଲ ଖବର ପାଇବେ।