ଜାଣନ୍ତୁ ଆଜିର ରାଶିଫଳ

ମେଷ:ଆପଣଙ୍କ ଜୀବନଶୈଳୀ ପାଇଁ ଦିନଟି ବଢ଼ିଆ ରହିବ। ମିତ୍ରଙ୍କ ସହିତ ଭେଟ ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ଦାତ୍ୟ ଜୀବନ ମଧୁର ରହିବ। ଶୁଭରଙ୍ଗ:ଧଳା। ଶୁଭସ˚ଖ୍ୟା:୪।

ବୃଷ:ଖୋଦ୍‌କୁ ଊର୍ଜା ଭରା ଅନୁଭବ କରିବେ। ଇ˚ଜିନିୟର ଅନୁଭବର ପ୍ରୟୋଗ ଠିକ୍‌ ଦିଶାରେ କରିବେ। ଅଧିକାରୀଙ୍କ ସହିତ ବିଶେଷ ସ˚କ୍ରାନ୍ତରେ ଆଲୋଚନା କରିବେ। ଶୁଭରଙ୍ଗ:ଲାଲ। ଶୁଭସ˚ଖ୍ୟା:୧।

ମିଥୁନ:ଆପଣ ଉତ୍ସାହରେ ଭରି ରହିବେ। ଅଫିସ କାମରେ ସହର ବାହାରକୁ ଯିବେ। ଅଚାନକ ଧନଲାଭ ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ:ଧଳା। ଶୁଭସ˚ଖ୍ୟା:୫।

କର୍କଟ:ଦିନଟି ଅନୁକୂଳ ରହିବ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ଧନଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମିଷ୍ଟତା ଆସିବ। ଶୁଭରଙ୍ଗ:ଗୋଲାପୀ। ଶୁଭସ˚ଖ୍ୟା:୩।

ସି˚ହ:ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ମିଠା ମିଠା କଥା କହି ସ୍ଥଗିତ ଥିବା କାମ ସହଜରେ କରିନେବେ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ:ଧଳା। ଶୁଭସ˚ଖ୍ୟା:୪।

କନ୍ୟା:ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। କଥାରେ ସମସ୍ତଙ୍କୁ ପ୍ରଭାବିତ କରିବେ। ଅଫିସରେ ବରିଷ୍ଠଙ୍କର ସାହାଯ୍ୟ ପାଇବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ:କଫିରଙ୍ଗ। ଶୁଭସ˚ଖ୍ୟା:୨।

ତୁଳା:କାର୍ଯ୍ୟ ବ୍ୟସ୍ତତା ହେତୁ କ୍ଳେଶ ଅନୁଭବ କରିବେ। ଆପଣଙ୍କର ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ଭାବପ୍ରବଣ ହୋଇପାରନ୍ତି। ଶୁଭରଙ୍ଗ:ଧଳା। ଶୁଭସ˚ଖ୍ୟା:୧।

ବିଛା:ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଦୀର୍ଘ ଦିନର କୌଣସି ଆଶା ପୂରଣ ହେବ। ଟ୍ରାଭେଲ ଏଜେନ୍ି‌ସ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ମାନଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ:ଲାଲ। ଶୁଭସ˚ଖ୍ୟା:୯।

ଧନୁ:କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ମିଳିବ ଯାହାଦ୍ବାରା ଆମଦାନି ବୃଦ୍ଧି ହେବ। ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରିବେ। ଛାତ୍ରଙ୍କୁ କିଛି ନୂଆ ଶିଖିବାର ଅବସର ମିଳିବ। ଶୁଭରଙ୍ଗ:ଧଳା। ଶୁଭସ˚ଖ୍ୟା:୨।

ମକର:ବିଶେଷ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ବରିଷ୍ଠଙ୍କ ସାହାଯ୍ୟରେ ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା:୩।

କୁମ୍ଭ:ପୂଜାପାଠରେ ସମୟ ବିତିବ। ବହୁ ଦିନର ଲାଗି ରହିଥିବା ଚିନ୍ତା ଦୂର ହେବ। କିଛି ଭଲ କାମରେ ସହଯୋଗ ଦେଇପାରନ୍ତି। କୌଣସି ଭଲ ଖବର ପାଇବେ। ଶୁଭରଙ୍ଗ:ଆକାଶିନୀଳ। ଶୁଭସ˚ଖ୍ୟା:୮।

ମୀନ:ଈଷ୍ଟଦେବଙ୍କ ଆରାଧନା କରନ୍ତୁ ସମ୍ଭାବ୍ୟ ସ˚କଟ ଦୂର ହେବ। ସାମାଜିକ କାର୍ଯ୍ୟ କରିବାର ଅଧିକ ସମୟ ଦେବେ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିପାରେ। ଶୁଭରଙ୍ଗ:ଧୂସର। ଶୁଭସ˚ଖ୍ୟା:୭।

ସମ୍ବନ୍ଧିତ ଖବର