ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।

 

ବୃଷ: କୌଣସି ବଡ଼ କାମରେ ଲାଭ ହେବ। ଖୁସି ଖବର ପାଇବେ। ସଙ୍ଗୀତ ନିର୍ଦେଶକଙ୍କ ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

 

ମିଥୁନ: ଆପଣ ଅତ୍ୟଧିକ ଆତ୍ମବିଶ୍ବାସ ଅନୁଭବ କରିବେ। ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବିବାହିତ ଲୋକଙ୍କ ଜୀବନରେ ସବୁ ଭଲ ରହିବ।

 

କର୍କଟ: ମାନସିକ ଶାନ୍ତି ପାଇବା ଲାଗି ଆଧୢାତ୍ମିକତା ବୃଦ୍ଧି କରନ୍ତୁ। ଜୀବନସାଥୀଙ୍କ ପ୍ରସଙ୍ଗରେ ଅଧିକ ଦଖଲ ଦିଅନ୍ତୁ ନାହିଁ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ।

 

ସି˚ହ: ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ପାରିବାରିକ ଦାୟିତ୍ବ ଭଲରେ ତୁଲାଇବେ।

 

କନ୍ୟା: ଅନ୍ୟମାନଙ୍କୁ ନିଜର ମନ କଥା କହିବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ନୂଆ ଚାକିରିର ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।

 

ତୁଳା: ଧର୍ମ କାର୍ଯ୍ୟରେ ସମୟ ବିତିବ। କୌଣସି ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରନ୍ତୁ, ଲାଭ ହେବ। ଅଫିସରେ ଲାଗିରହିଥିବା ବିବାଦର ସମାଧାନ ହେବ।

 

ବିଛା: କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ କିଛି ଆଶା ପୂରଣ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

 

ଧନୁ: କାରବାର ସମ୍ବନ୍ଧରେ ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ଅଫିସରେ କୌଣସି କାମରେ ଅଧିକ ସମୟ ଲାଗିବ। ମାଆଙ୍କର ବିଶେଷ ଧୢାନ ରଖନ୍ତୁ।

 

ମକର: ବଡ଼ କ˚ପାନି ସହିତ ଡିଲ୍‌ କରିବାର ସୁଯୋଗ ମିଳିପାରେ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ସବଳ ରହିବେ।

 

କୁମ୍ଭ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

 

ମୀନ: ସମାଜରେ ଆପଣଙ୍କୁ ଆଦର ସମ୍ମାନ ମିଳିପାରେ। କ୍ୟାରିୟରରେ ଉନ୍ନତିର ମାର୍ଗ ଖୋଲିବ। ଖରିଦବିକ୍ରି ପାଇଁ ଦିନଟି ଭଲ। ଛାତ୍ରଙ୍କୁ କୌଣସି ଭଲ ଖବର ପାଇବେ।

ସମ୍ବନ୍ଧିତ ଖବର