ଜାଣନ୍ତୁ ଆଜିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆଣିପାରନ୍ତି। ପରିବାରର ବୟୋଜ୍ୟେଷ୍ଠଙ୍କ ପରାମର୍ଶରେ ବଡ଼ ପଦକ୍ଷେପ ନେବେ। ଦୂର ସ୍ଥାନକୁ ଭ୍ରମଣ ଯୋଗ ରହିଛି। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮।

ବୃଷ: ନିଜ କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି। ଗପ-କବିତା ଆଦି ପଢ଼ିବାରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ମିଥୁନ: ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ପାଇଁ ପ୍ରସ୍ତୁତି କରିବେ। ଆଇନଜୀବୀଙ୍କ ଲାଗି ଦିନଟି ଅନୁକୂଳ। ଧନଲାଭର ସୁଯୋଗ ରହିଛି। ଶୁଭରଙ୍ଗ: ଫିକା ହଳଦିଆ। ଶୁଭସ˚ଖ୍ୟା: ୭।

କର୍କଟ: ଧାର୍ମିକ କାର୍ଯ୍ୟରେ ମନ ଦିଅନ୍ତୁ, ସୁଫଳ ମିଳିବ। ସ˚ପର୍କୀୟଙ୍କ ସାହାଯ୍ୟରେ କାମ ପୂରଣ ହେବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

ସି˚ହ: ପ୍ରଭୁଙ୍କୁ ଦର୍ଶନ କରନ୍ତୁ; ମନୋକାମନା ପୂରଣ ହେବ। ଜୀବନସାଥୀଙ୍କ ପରାମର୍ଶକ୍ର‌େମ ନୂଆ ବ୍ୟବସାୟରେ ଅର୍ଥ ଲଗାଇବେ। ଆଇନ ଛାତ୍ରଙ୍କ ଲାଗି ଦିନଟି ଶୁଭଙ୍କର। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

କନ୍ୟା: ବ୍ୟବସାୟରେ ନୂଆ ଉପାୟ ଗ୍ରହଣ କରନ୍ତୁ; ଲାଭ ହେବ। ଘରୋଇ କାମ ସମାପ୍ତ କରିବାରେ ସଫଳ ହେବେ। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ତୁଳା: ମିତ୍ରଙ୍କ ଠାରୁ ପରାମର୍ଶ ପାଇବେ। ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ଅଫିସରେ ଭଲ କାମ ପାଇଁ ପ୍ରଶ˚ସିତ ହେ‌େବ। ଶୁଭରଙ୍ଗ: ଆକାଶୀ ନୀଳ। ଶୁଭସ˚ଖ୍ୟା: ୩।

ବିଛା: ସୁସମ୍ବାଦ ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ନିଜ ପିଲାଙ୍କ ଜୀବିକା ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୨।

ଧନୁ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। ଅଫିସରେ ନୂଆ ଦାୟିତ୍ବ ନେବାକୁ ସକ୍ଷମ ହେବେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୧।

ମକର: ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଅର୍ଥ ନେଣଦେଣ ବାବଦରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରଖନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

କୁମ୍ଭ: ମନରେ ନୂଆ ବିଚାର ଆସିବ। ପରିବାର ଲୋକଙ୍କ ସହିତ ଖୁସି‌େର ରହିବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

ମୀନ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ବେପାରରେ ଲାଭ ହେବାର ସମ୍ଭାବନା। ସହପାଠୀ ନିଜ ମନ କଥା ଆପଣଙ୍କୁ ଜଣାଇବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ସମ୍ବନ୍ଧିତ ଖବର