ଜାଣନ୍ତୁ ଆଜିର ରାଶିଫଳ

ମେଷ: କାର୍ଯ୍ୟାଳୟର ବାତାବରଣ ଅନୁକୂଳ ରହିବ। ବୃତ୍ତିଗତ ଦାୟିତ୍ବ ମିଳିପାରେ। ବ୍ୟବସାୟରୁ ଅଧିକ ଲାଭର ସୁଯୋଗ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ବୃଷ: ଉଦ୍ୟମରେ ଫଳପ୍ରାପ୍ତି। ଆୟ ବୃଦ୍ଧି। ଆର୍ଥିକ ଚିନ୍ତା ଦୂର। ପ୍ରେମ ପ୍ରସଙ୍ଗରେ ଦିନଟି ଭଲ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୫।

ମିଥୁନ: ଜରୁରୀ କାମ ସଂପୂର୍ଣ୍ଣ ପାଇଁ ଯୋଜନା କରନ୍ତୁ। ରଚନାତ୍ମକ କାମରେ ସଫଳ ହେବେ। ପାରିବାରିକ ଜୀବନରେ ସୁଖଶାନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

କର୍କଟ: ବ୍ୟବସାୟିକ କାର୍ଯ୍ୟରେ ବାଧା ଉପୁଜିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ ସମ୍ଭାବନା। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୬।

ସି˚ହ: ଦିନଟି ଅନୁକୂଳ। ମାନସମ୍ମାନ ବୃଦ୍ଧି। ବନ୍ଧୁ ମିଳିନ ଓ ଅର୍ଥ ପ୍ରାପ୍ତିର ସୁଯୋଗ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୨।

କନ୍ୟା: ପୁରୁଣା ସମସ୍ୟା ସମାଧାନ ହେବ। ମନ ପ୍ରସନ୍ନ ରହିବ। କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ତୁଳା: ପୂଜାପାଠରେ ଅଧିକ ସମୟ ବିତିବ। ମନରେ ନୂଆ ବିଚାର ଆସିବ। ପୀଡ଼ିତଙ୍କୁ ସହାୟତା କରିବେ। ଦୂରସ୍ଥାନକୁ ଭ୍ରମଣ ଯୋଗ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୩।

ବିଛା: ସକାରାତ୍ମକ ଭାବନାରେ ରହନ୍ତୁ, କଠିନ କାମ ସହଜରେ କରିପାରିବେ। ନେତାଙ୍କୁ ପରିଶ୍ରମର ଫଳ ମିଳିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୭।

ଧନୁ: ଆତ୍ମବିଶ୍ବାସ ବଢ଼ିବ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ମିତ୍ରଙ୍କ ସହ ବୁଲିବାକୁ ଯାଇପାରନ୍ତି। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୧।

ମକର: ବ୍ୟବହାରରେ ଅନ୍ୟମାନଙ୍କ ମନ ଜିଣିବେ। ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

କୁମ୍ଭ: ଅଭିଭାବକଙ୍କ ଆଶୀର୍ବାଦ ନିଅନ୍ତୁ, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟ ଲାଗି ନୂଆ ସୁଯୋଗ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୪।

ମୀନ: ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଅଫିସରେ ଆହ୍ବାନର ସାମନା କରିବାରେ ସକ୍ଷମ ରହିବେ। ଘରକୁ ଅତିଥି ଆସିପାରନ୍ତି। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୯।

ସମ୍ବନ୍ଧିତ ଖବର