ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅର୍ଥ ସହିତ ସ˚ଶ୍ଳିଷ୍ଟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁନାହିଁ। ଅଫିସରେ ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ବୃଷ: ଜୀବନରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୨।

ମିଥୁନ: ନିଜ କାମରେ ସଫଳ ହେବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଚାକିରିରେ ବିଶେଷ ସଫଳତା ହାସଲ ହେବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୫।

କର୍କଟ: ଖୁବ୍‌ ଭଲ ସମୟ। ଅର୍ଥ ଉପାର୍ଜନ ପାଇଁ ସୁଯୋଗ ମିଳିବ। ବ୍ୟବସାୟ ସମ୍ବନ୍ଧିତ ମହତ୍ତ୍ବପୂର୍ଣ୍ଣ ବୈଠକ ହେବ। ପରିବାରରେ ଶାନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

ସି˚ହ: କାମରେ ମନ ଲଗାନ୍ତୁ, ସଫଳ ହେବେ। ଭାଗ୍ୟ ସହାୟକ ହେବ। ରାଜନୀତିରେ ମହତ୍ ଆଶା ପୂଣ୍ଭର୍ଣ୍ଣ ହେବ। ରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୩।

କନ୍ୟା: ନେତା ଓ ଉଚ୍ଚଅଧିକାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ବଡ଼ ସମସ୍ୟାର ସମାଧାନ ଲାଗି ଦାୟିତ୍ବ ନେବେ। ବେପାରରେ ଲାଭ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ତୁଳା: ଭଲ କାମ ପାଇଁ ସୁଯୋଗ। ସଂପର୍କ ଓ କାମ ମଧୢରେ ତାଳମେଳ ବଜାୟ ରହିବ। ଆର୍ଥିକ ପକ୍ଷ ମଜଭୁତ ହେବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

ବିଛା: ସମାଜରେ ମାନ-ସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି। ପ୍ରେମିକା ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ଧନୁ: ଅନ୍ୟର ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। କାରବାର ସ˚ପର୍କିତ ଯାତ୍ରା ଯୋଗ ରହିଛି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୫।

ମକର: ଦେବ ଦର୍ଶନ ଯୋଗ। ବୟୋଜ୍ୟେଷ୍ଠ ବ୍ୟକ୍ତି ଆପଣଙ୍କୁ ଖାସ୍‌ ପରାମର୍ଶ ଦେଇପାରନ୍ତି। ଅନ୍ୟମାନଙ୍କୁ ନିଜର କଥା ଅବଗତ କରାଇବାରେ ସଫଳ ହେବେ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୬।

କୁମ୍ଭ: ନକରାତ୍ମକ ଚିନ୍ତା ମନରୁ ବାହାର କରିଦିଅନ୍ତୁ। ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ଜୀବନରେ ନୂଆ ମୋଡ଼ ଆଣିବ। ଚାକିରିରେ ପଦୋନ୍ନତି ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୭।

ମୀନ: ଜୀବିକା‌େର ସୁଧାର ପାଇଁ ଭଲ ଦିନଟିଏ। ଆପଣଙ୍କ କାମରେ ଆପଣଙ୍କୁ ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ସମ୍ବନ୍ଧିତ ଖବର