publive-imageମେଷ: କାମରେ ସଫଳତା ପାଇଁ ସହ‌େଯାଗ ମିଳିବ। ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

Advertisment

publive-imageବୃଷ: ସମୟ ପୂର୍ବରୁ କାମ ଶେଷ ହେବ। ସାମାଜିକ କାର୍ଯ୍ୟରେ ସମୟ ବିତିବ। ପ୍ରିୟତମଙ୍କ ସହ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୨।

publive-imageମିଥୁନ: ରାଜନୀତିରେ ଆଗକୁ ବଢ଼ି‌ବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ବ୍ୟବସାୟରେ ଲାଭ। ଘରକୁ ଅତିଥି ଆସିବେ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୫।

publive-imageକର୍କଟ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ସରକାରୀ କର୍ମଚାରୀଙ୍କୁ ଲାଭ ମିଳିବାର ସୁଯୋଗ। ବନ୍ଧୁତା ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

publive-imageସି˚ହ: ଜୀବିକା ପାଇଁ ନୂଆ ସୁଯୋଗ। ବାକି ଟଙ୍କା ଫେରିପାଇବେ। ଘରକୁ ମିତ୍ର ଆସିପାରନ୍ତି। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୮।

publive-imageକନ୍ୟା: ଆତ୍ମବିଶ୍ବାସ ବଢ଼ିବ। କାର୍ଯ୍ୟାଳୟରେ ମହିଳାଙ୍କ ଉନ୍ନତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

publive-imageତୁଳା: ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ। ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଖର୍ଚ୍ଚ ବଢ଼ିପାରେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

publive-imageବିଛା: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଜ୍ୟୋତିଷ ବିଜ୍ଞାନ ଚର୍ଚ୍ଚା କରିପାରନ୍ତି। ସାମାଜିକ କାର୍ଯ୍ୟରେ ମନ ଲାଗିବ। ମିତ୍ରଙ୍କ ଠାରୁ ସୁସମ୍ବାଦ ମିଳପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

publive-imageଧନୁ: କାମ କରିବା ସହଜ ହେବ। ନୂଆ ଲୋକଙ୍କ ସହ ପରିଚୟ। ପାରିବାରିକ ଜୀବନ ସୁଖମୟ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

publive-imageମକର: ପୂଜାପାଠରେ ଅଧିକ ସମୟ ବିତିବ। ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଚାର କରିପାରନ୍ତି। କାମ ପାଇଁ ଅଫିସରେ ପ୍ରଶଂସିତ ହେବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

publive-imageକୁମ୍ଭ: ମନ ପ୍ରଫୁଲ୍ଲ ରହିବ। ହୃଦୟ କଥା ଅନ୍ୟକୁ ଜଣାଇବେ। ଠାକୁର ଦର୍ଶନ କରନ୍ତୁ, ଶୁଭଫଳ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୪।

publive-imageମୀନ: ଜୀବନରେ ପରିବର୍ତ୍ତନ ଆସିବ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ଖୁସି ଖବର ପାଇବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।