ଜାଣନ୍ତୁ ଆଜିର ରାଶିଫଳ

ମେଷ: ମଉଜ ମଜଲିସ ପାଇଁ ଅବସର ମିଳିବ। ଜୀବିକା ସମ୍ବନ୍ଧରେ ଆପଣଙ୍କ ସହିତ ଭଲ ହୋଇପାରେ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୮।

ବୃଷ: ବ୍ୟକ୍ତିଗତ କଥା ଚର୍ଚ୍ଚା କରନ୍ତୁ ନାହିଁ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାର୍ଯ୍ୟରେ ବାଧା ଉପୁଜିପାରେ। ମହିଳାମାନଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୨।

ମିଥୁନ: ନିଜ କାମ‌େର ଉତ୍ସାହିତ ରହିବେ। ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଦାୟିତ୍ବ ଅର୍ପଣ କରିବେ। ପାରିବାରିକ ଜୀବନ ସୁଖମୟ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୭।

କର୍କଟ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ ପାଇଁ ପ୍ରୟାସ କରିବେ। ବ୍ୟବସାୟିକ କାମରେ ଧନଲାଭ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୬।

ସି˚ହ: ନକାରାତ୍ମକ ଚିନ୍ତା ମନରୁ ବାହାର କରିଦିଅନ୍ତୁ। ବାହାରକୁ ଯିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ, ଭଲ ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଘିଅରଙ୍ଗ। ଶୁଭସ˚ଖ୍ୟା: ୩।

କନ୍ୟା: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭର ଯୋଗ। ପ୍ରେମ ସମ୍ବନ୍ଧୀୟ ମନୋକାମନା ପୂରା ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ତୁଳା: ଆପଣଙ୍କ ଦୃଷ୍ଟିକୋଣ ଉତ୍ତମ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ। ବ୍ୟବସାୟ ଲାଗି ନୂଆ ସୁଯୋଗ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

ବିଛା: କାମ ଧନ୍ଦାରେ ମନ ଲାଗି ରହିବ। ସାହସିକ ଫଇସଲାରେ ସଫଳତା ମିଳିବ। ଖୁସି ଖବର ପାଇବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

ଧନୁ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଉତ୍ତମ ଫଳ। ଘରକୁ ସ˚ପର୍କିୟ ଆସିବେ। ନୂଆ କାମ ଆରମ୍ଭ ସମ୍ବନ୍ଧରେ ବିଚାର ବିମର୍ଶ କରିପାରନ୍ତି। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୯।

ମକର: ବୁଦ୍ଧିମତ୍ତାରେ କାମ କରନ୍ତୁ, ଲାଭ ହେବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ଆସିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

କୁମ୍ଭ: ଜୀବିକାରେ ଆଗକୁ ବଢ଼ିବା ପାଇଁ ସୁଯୋଗ। ଶତ୍ରୁ ଆପଣଙ୍କ କିଛି କ୍ଷତି କରିପାରିବେ ନାହିଁ। ବୈବାହିକ ଜୀବନରେ ସୁଖୀ ରହିବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୬।

ମୀନ: ସାରା ଦିନ ଆତ୍ମବିଶ୍ବାସଭରା ରହିବେ। ମହତ୍ତ୍ବ କାର୍ଯ୍ୟ ଅତିଶୀଘ୍ର ପୂରା କରିବେ। ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ସମ୍ବନ୍ଧିତ ଖବର