publive-imageମେଷ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ନିଜ କାମରୁ ଆଶାଜନକ ଫଳ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୮।

Advertisment

publive-imageବୃଷ: ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ କାମ ପୂରା କରିବାରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

publive-imageମିଥୁନ: ବାପାଙ୍କ ପରାମର୍ଶରେ କାର୍ଯ୍ୟ କରନ୍ତୁ, ସଫଳତା ମିଳିବ। ବ୍ୟବସାୟୀମାନେ ବଡ଼ ସଉଦା କରିବେ। ଦାଂପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୭।

publive-imageକର୍କଟ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନର ସୁଯୋଗ। ଚାକିରିଜୀବୀଙ୍କୁ କାମ ଧନ୍ଦାରେ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୨।

publive-imageସି˚ହ: ଯୋଜନାକୁ କାର୍ଯ୍ୟରେ ପରିଣତ କରିବାରେ ସଫଳ ହେବେ। ଧନ ପ୍ରାପ୍ତି ଯୋଗ। ବିଦେଶ ଯିବା ଲୋକଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

publive-imageକନ୍ୟା: ଦିନଟି ଖୁବ୍‌ ଭଲ। କାମ ପ୍ରତି ସମର୍ପିତ ରହ‌ିବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୨।

publive-imageତୁଳା: ଅର୍ଥ ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ଅଫିସରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

publive-imageବିଛା: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

publive-imageଧନୁ: ସଫଳତା ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୯।

publive-imageମକର: ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ଉଚ୍ଚ ଅଧିକାରୀଙ୍କ ଠାରୁ ବଡ଼ ଦାୟିତ୍ବ ମିଳିବ। କଳାକାରଙ୍କୁ କୌଣସି କାର୍ଯ୍ୟକ୍ରମ ପାଇଁ ଚୁକ୍ତିପତ୍ର ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୧।

publive-imageକୁମ୍ଭ: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନେବେ। ଅଜଣା ବ୍ୟକ୍ତିଙ୍କ ଠାରୁ ବନ୍ଧୁତାର ସହଯୋଗ ମିଳିବ। ବ୍ୟବସାୟୀମାନେ ବଡ଼ ସଉଦା କରିପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା:୬।

publive-imageମୀନ: ଉତ୍ସାହିତ ରହିବେ। କୌଣସି କାର୍ଯ୍ୟକୁ ମୂଳରୁ ଆରମ୍ଭ କରିବେ। ପ୍ରେମ ପ୍ରସଙ୍ଗରେ ଖୁସି ରହିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।