/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ଅନ୍ୟମାନଙ୍କ ସହ ମହତ୍ତ୍ବପୂର୍ଣ୍ଣ କଥା ଆଲୋଚନା କରିେବ। ଅର୍ଥ ଖର୍ଚ୍ଚ ବାବଦରେ ସତର୍କ ରହନ୍ତୁ। ଶୁଭରଙ୍ଗ: କ୍ରୀମ୍। ଶୁଭସ˚ଖ୍ୟା: ୪।
ମେଷ: ଅନ୍ୟମାନଙ୍କ ସହ ମହତ୍ତ୍ବପୂର୍ଣ୍ଣ କଥା ଆଲୋଚନା କରିେବ। ଅର୍ଥ ଖର୍ଚ୍ଚ ବାବଦରେ ସତର୍କ ରହନ୍ତୁ। ଶୁଭରଙ୍ଗ: କ୍ରୀମ୍। ଶୁଭସ˚ଖ୍ୟା: ୪।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ରାଜନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ଲାଗି ଦୂର ସ୍ଥାନ ଭ୍ରମଣ ଯୋଗ। ଅନ୍ୟମାନଙ୍କ କଥା ଶୁଣିବାକୁ ଭଲ ଲାଗିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।
ବୃଷ: ରାଜନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ଲାଗି ଦୂର ସ୍ଥାନ ଭ୍ରମଣ ଯୋଗ। ଅନ୍ୟମାନଙ୍କ କଥା ଶୁଣିବାକୁ ଭଲ ଲାଗିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ନିଜ କାର୍ଯ୍ୟରେ ସଫଳ ହେବେ। ଜୀବନସାଥୀଙ୍କ ପାଇଁ ଶୁଭ କମନା କରିବେ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୭।
ମିଥୁନ: ନିଜ କାର୍ଯ୍ୟରେ ସଫଳ ହେବେ। ଜୀବନସାଥୀଙ୍କ ପାଇଁ ଶୁଭ କମନା କରିବେ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୭।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ସହଯୋଗୀଙ୍କ ଠାରୁ ସାହାଯ୍ୟ ମିଳିବ। ନିଜ ବ୍ୟବସାୟକୁ ନେଇ ନୂଆ ବିଚାର କରିବେ। ଦାଂପତ୍ୟ ଜୀବନରେ ଖୁସି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।
କର୍କଟ: ସହଯୋଗୀଙ୍କ ଠାରୁ ସାହାଯ୍ୟ ମିଳିବ। ନିଜ ବ୍ୟବସାୟକୁ ନେଇ ନୂଆ ବିଚାର କରିବେ। ଦାଂପତ୍ୟ ଜୀବନରେ ଖୁସି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।
/sambad/media/post_attachments/wp-content/uploads/2017/11/singha.jpg) ସି˚ହ: ସହଯୋଗୀଙ୍କ ସହ ମିଶି କାମ କରନ୍ତୁ, ଲାଭ ପାଇବେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନାରୁ ଲାଭ ମିଳିବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୧।
ସି˚ହ: ସହଯୋଗୀଙ୍କ ସହ ମିଶି କାମ କରନ୍ତୁ, ଲାଭ ପାଇବେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନାରୁ ଲାଭ ମିଳିବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୧।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ପୁରୁଣା ଅନୁଭବକୁ ପ୍ରୟୋଗ କରି କାର୍ଯ୍ୟରେ ସଫଳ ହେବେ। ସାମାଜିକ ମାନ-ସମ୍ମାନ ବୃଦ୍ଧି। ପରିବାରରେ ଖୁସି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।
କନ୍ୟା: ପୁରୁଣା ଅନୁଭବକୁ ପ୍ରୟୋଗ କରି କାର୍ଯ୍ୟରେ ସଫଳ ହେବେ। ସାମାଜିକ ମାନ-ସମ୍ମାନ ବୃଦ୍ଧି। ପରିବାରରେ ଖୁସି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ବିଶେଷ କାର୍ଯ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୩।
ତୁଳା: ବିଶେଷ କାର୍ଯ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୩।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ସାମାଜିକ କାର୍ଯ୍ୟରେ ନିୟୋଜିତ ହେବେ। ବନ୍ଧୁଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ଚାକିରିଜୀବୀଙ୍କୁ ଲାଭ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।
ବିଛା: ସାମାଜିକ କାର୍ଯ୍ୟରେ ନିୟୋଜିତ ହେବେ। ବନ୍ଧୁଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ଚାକିରିଜୀବୀଙ୍କୁ ଲାଭ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ଲାଭ ଓ କ୍ଷତି ହିସାବରେ ସମୟ ଅପଚୟ। ଅଫିସରେ ପ୍ରତିକୂଳ ବାତାବରଣ ଯୋଗୁ ଚିନ୍ତିତ ରହିବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୯।
ଧନୁ: ଲାଭ ଓ କ୍ଷତି ହିସାବରେ ସମୟ ଅପଚୟ। ଅଫିସରେ ପ୍ରତିକୂଳ ବାତାବରଣ ଯୋଗୁ ଚିନ୍ତିତ ରହିବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୯।
/sambad/media/post_attachments/wp-content/uploads/2017/11/makar.jpg) ମକର: ଉଦାର ସ୍ବଭାବ ଦ୍ବାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ନିଜ ବୃତ୍ତିରେ ଉତ୍ତମ ଫଳ ମିଳିବ। ପରିବାରରେ ସୁଖ ଓ ସମୃଦ୍ଧି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।
ମକର: ଉଦାର ସ୍ବଭାବ ଦ୍ବାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ନିଜ ବୃତ୍ତିରେ ଉତ୍ତମ ଫଳ ମିଳିବ। ପରିବାରରେ ସୁଖ ଓ ସମୃଦ୍ଧି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।
/sambad/media/post_attachments/wp-content/uploads/2017/11/kumbha.jpg) କୁମ୍ଭ: ସନ୍ତୋଷଜନକ ପରିଣାମ ପାଇବେ। ଅନ୍ୟମାନଙ୍କ ଆଗରେ ନିଜର କଥା ରଖିବାକୁ ଚେଷ୍ଟା କରିବେ। ପ୍ରେମରେ ସଫଳ ହେବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୧।
କୁମ୍ଭ: ସନ୍ତୋଷଜନକ ପରିଣାମ ପାଇବେ। ଅନ୍ୟମାନଙ୍କ ଆଗରେ ନିଜର କଥା ରଖିବାକୁ ଚେଷ୍ଟା କରିବେ। ପ୍ରେମରେ ସଫଳ ହେବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୧।
/sambad/media/post_attachments/wp-content/uploads/2017/11/mina.jpg) ମୀନ: କର୍ମକ୍ଷେତ୍ରରେ ଆଗୁଆ ରହିବେ। ଅଧୁରା କାମ ସଂପୂର୍ଣ୍ଣ ହେବ। ସନ୍ତାନଙ୍କ ପକ୍ଷରୁ ସୁଖର ଅନୁଭବ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୨।
ମୀନ: କର୍ମକ୍ଷେତ୍ରରେ ଆଗୁଆ ରହିବେ। ଅଧୁରା କାମ ସଂପୂର୍ଣ୍ଣ ହେବ। ସନ୍ତାନଙ୍କ ପକ୍ଷରୁ ସୁଖର ଅନୁଭବ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୨।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-5.jpg)
