ଜାଣନ୍ତୁ ଆଜିର ରାଶିଫଳ

ମେଷ: ସବୁ ଦୃଷ୍ଟିରୁ ଦିନଟି ଭଲ। ଇଚ୍ଛା ଅନୁସାରେ ଫଳପ୍ରାପ୍ତି। ବ୍ୟବସାୟରେ ଧନଲାଭ। ନୂଆ ସାମଗ୍ରୀ କିଣିପାରନ୍ତି। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

ବୃଷ: ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି ଚିନ୍ତିତ ରହିବେ। ଅନ୍ୟକୁ ସହଜରେ ବିଶ୍ବାସ କରନ୍ତୁ ନାହିଁ। ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

ମିଥୁନ: ଆମଦାନି ଲାଗି ନୂଆ ସୁଯୋଗ। ଲୋକଙ୍କ କଥା ଶୁଣିବାକୁ ଭଲ ଲାଗିବ। ରାଜନୀତିରେ ଆର୍ଥିକ ଲାଭ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

କର୍କଟ: ପରିବାର ଲୋକଙ୍କ ସହଯୋଗ ମିଳିବ। କଠିନ କାର୍ଯ୍ୟ ସହଜରେ ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୬।

ସି˚ହ: କାମରେ ଭାଇ-ଭଉଣୀଙ୍କ ସାହାଯ୍ୟ ମିଳିବ। ସାମାଜିକ କାର୍ଯ୍ୟରେ ଯୋଗଦାନ। ପ୍ରେମ ସମ୍ବନ୍ଧରେ ଦିନଟି ବଢ଼ିଆ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

କନ୍ୟା: ବ୍ୟବସାୟକୁ ନେଇ ଭଲ ଖବର ପାଇବେ। କାମ ପାଇଁ ଉପରିସ୍ଥ ଅଧିକାରୀଙ୍କ ଖୁସି ରହିବେ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୨।

ତୁଳା: ମଧୁର ବ୍ୟବହାରରେ ଅନ୍ୟର ମନ ଜିଣିବେ ଓ ଲକ୍ଷ୍ୟ ପୂରଣ ହେବ। ଅନ୍ୟମାନଙ୍କ ସହ ସ˚ପର୍କ ବଢ଼ିବ। ପରିବାରରେ ଶାନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ବିଛା: କର୍ମକ୍ଷେତ୍ରରେ ସଫଳତା। ଶତ୍ରୁମାନେ କୌଣସି କ୍ଷତି କରିପାରିବେ ନାହିଁ। ଧନପ୍ରାପ୍ତି ଯୋଗ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮।

ଧନୁ: ଆଧୢାତ୍ମିକ ଦିଗରେ ମନ ଲାଗିରହିବ। ନେତାଙ୍କ ସହ ସ˚ପର୍କ। ଧନଲାଭର ନୂଆ ରାସ୍ତା ବାଛିବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୯।

ମକର: ସୁଖ ଓ ଆନନ୍ଦଦାୟକ ବାତାବରଣରେ ଦିନଟି କଟିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ। ଖର୍ଚ୍ଚ ବଢ଼ିପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

କୁମ୍ଭ: ଆପଣଙ୍କ ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆମଦାନିର ନୂଆ ରାସ୍ତା ଫିଟିବ। ପ୍ରେମରେ ସଫଳ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

ମୀନ: ବ୍ୟବସାୟରେ ନୂଆ ସମ୍ଭାବନା। ସରକାରୀ ଚାକିରିଜୀବୀଙ୍କୁ ଲାଭ। ବନ୍ଧୁମାନଙ୍କ ସହ ଦିନଟି ବିତିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

ସମ୍ବନ୍ଧିତ ଖବର