ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କୁ ଅଧିକ ଲାଭ ଦେବ। ଲୋକଙ୍କ ବିଶ୍ବାସ ଆପଣଙ୍କ ଉପରେ ବଜାୟ ରହିବ। ଦୂରସ୍ଥାନକୁ ଯାତ୍ରାରେ ଯିବେ।

ବୃଷ: କର୍ମକ୍ଷେତ୍ରରେ ଭଲ ନିୟମ ତିଆରି କରି ତଦନୁସାରେ କାମ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ।

ମିଥୁନ: ନୂଆ ରଣ କୌଶଳ ଆପଣଙ୍କ ଲାଗି ଲାଭଦାୟକ ହେବ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: ଇଷ୍ଟଦେବ ଆରାଧନାରେ ମନକୁ ଶାନ୍ତି ମିଳିବ। ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ-ଶାନ୍ତି ବଢ଼ିବ।

ସି˚ହ: ଆତ୍ମସମୀକ୍ଷାରେ ସମୟ ବିତିବ। ଆପଣଙ୍କ ସହିତ ଭୁଲ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରିବେ। ମନ୍ଦିରକୁ ଯାଇ ଠାକୁର ଦର୍ଶନ କରନ୍ତୁ, ଆଶା ପୂରଣ ହେବ।

କନ୍ୟା: ବ୍ୟବସାୟରେ ପ୍ରଗତି। ଭଲ ଲୋକଙ୍କ ସହାୟତାରେ ଧନଲାଭର ଯୋଗ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁହାଗ ମିଳିବ।

ତୁଳା: ବ୍ୟାବସାୟିକ କାର୍ଯ୍ୟରେ ବଡ଼ ଲୋକଙ୍କ ସହ ସାକ୍ଷାତ୍‌ ଓ ଆଲୋଚନା ଲାଭପ୍ରଦ ହେବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଭୂସ˚ପତ୍ତି କିଣିବା ଯୋଗ ରହିଛି।

ବିଛା: ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ। ଶିକ୍ଷାକ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ପାଇବେ। ବିବାହିତଙ୍କ ଲାଗି ଦିନଟି ଭଲ।

ଧନୁ: କ୍ୟାରିଅର ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ରାଜନୀତିରେ ଲାଭ ମିଳିପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମଳିବ।

ମକର: ମିତ୍ରଙ୍କ ସହାୟତା ପାଇବେ। ଧନଲାଭର ନୂଆ ରାସ୍ତା ଖୋଲିବ। ଲିଖନ କାର୍ଯ୍ୟରେ ରୁଚି ରହିବ। ଧର୍ମସ୍ଥାନକୁ ଯାତ୍ରାରେ ଯାଇପାରନ୍ତି।

କୁମ୍ଭ: ସାରା ଦିନ ଖୁସି ଓ ସ‌େତଜ ରହିବେ। ଅଟକିଥିବା ଅର୍ଥ ଫେରିପାଇବେ। ବୈବାହିକ ସମସ୍ୟାର ସମାଧାନ ହେବ।

ମୀନ: ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। କାମକୁ ସ˚ପୂର୍ଣ୍ଣ କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ।

ସମ୍ବନ୍ଧିତ ଖବର