ମେଷ: ଅନ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଉନ୍ନତି ପଥରେ ଲାଗିରହିଥିବା ବାଧା ଦୂର ହେବ। ବେପାରରେ ଲାଭ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଅଫିସରେ ସହଯୋଗୀଙ୍କ ସହଯୋଗ ପାଇବେ। କାରବାରରେ ପୁଞ୍ଜି ନିବେଶ କରିବେ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ।
ମିଥୁନ: ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ। ନିଜ କାମରେ ସଫଳ ହେବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ସ˚ପୂର୍ଣ୍ଣ ହେବ। ଖୁସି ଖବର ପାଇବେ। ବନ୍ଧୁମାନଙ୍କ ମେଳରେ ଆପଣଙ୍କ ମାନସମ୍ମାନ ବଢ଼ିବ।
ସି˚ହ: ଇଷ୍ଟଦେବଙ୍କ ଆରାଧନା କରନ୍ତୁ, ମନ ସ୍ଥିର ହେବ। ନିଜ ଯୋଜନାରେ ଲୋକମାନଙ୍କୁ ସହମତ କରାଇନେବେ। ଛାତ୍ରୀଙ୍କୁ ସହପାଠୀଙ୍କ ସହଯୋଗ ମିଳିବ।
କନ୍ୟା: ନିଜ ଉପରେ ବିଶ୍ବାସ ରଖନ୍ତୁ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ବଡ଼ ଦାୟିତ୍ବ ମିଳିପାରେ।
ତୁଳା: ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବାର ଯୋଗ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।
ବିଛା: ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିପାରିବେ। ଆର୍ଥିକ ଲାଭର ଯୋଗ।
ଧନୁ: ବ୍ୟବସାୟ ବୃଦ୍ଧି ଲାଗି ନୂଆ ବିଚାର କରିବେ ଓ ତହିଁରେ ସଫଳ ହେବ। ଇ˚ଜିନିଅର୍ଙ୍କୁ ବିଦେଶରେ ଚାକିରି ମିଳିବ।
ମକର: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ଚାକିରିଜୀବୀଙ୍କୁ ବିଶେଷ ସଫଳତା ହାସଲ ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।
କୁମ୍ଭ: ବନ୍ଧୁଙ୍କ ମାଧୢମରେ କିଛି ଆଶା ପୂରଣ ହେବ। ଲିଖନ କାର୍ଯ୍ୟରେ ରୁଚି ରହିବ। ବ୍ୟବସାୟରେ ଆଗକୁ ବଢ଼ିବେ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ।
ମୀନ: ନିଜ କାମର ଫଇସଲା ନିଜେ କରି ସନ୍ତୁଷ୍ଟ ହେବେ। ଉପରିସ୍ଥ ଅଧିକାରୀଙ୍କ ଠାରୁ ନୂଆ ଦାୟିତ୍ବ ମିଳିବ। ପରିବାରରେ ସୁଖ ଓ ଶାନ୍ତି ବଢ଼ିବ।