ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟ ସମ୍ବନ୍ଧୀୟ କାମରେ ଯାତ୍ରା। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଅଚାନକ ଧନଲାଭ। ବିବାହିତଙ୍କ ଲାଗି ଦିନଟି ଭଲ।

ବୃଷ: ଅଫିସ ଆଲୋଚନାରେ ନିଜ କଥାକୁ ଠିକ୍‌ ଭାବେ ଉପସ୍ଥାପନ କରିବେ। ବ୍ୟବସାୟୀଙ୍କୁ ବଡ଼ ସଫଳତା। ରାଜନୀତିରେ ଆଶା ପୂରା ହେବ।

ମିଥୁନ: ବ୍ୟବସାୟ ଓ ଚାକିରିରେ ସ୍ବପ୍ନ ପୂରା ହୋଇପାରେ। ଆପଣଙ୍କ କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ।

କର୍କଟ: ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ବଡ଼ମାନଙ୍କଙ୍କ ଆଶୀର୍ବାଦ ନିଅନ୍ତୁ; ଦିନଟି ଭଲରେ କଟିବ। ଚାକିରିରେ ଦାୟିତ୍ବ ବଢ଼ିବ। ସ୍ବାସ୍ଥ୍ୟ ଭଲ ରହିବ।

ସି˚ହ: ସ୍ଥଗିତ କାମ ସମାପ୍ତ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ମଜଭୁତ ହେବ। ଡାକ୍ତରଙ୍କ ଖ୍ୟାତି ବଢ଼ିବ। ଭ୍ରମଣ ପାଇଁ ଯୋଜନା କରିବେ।

କନ୍ୟା: ପୂଜାପାଠରେ ରୁଚି ବଢ଼ିବ। ମନରେ ସକରାତ୍ମକ ବିଚାର ଆସିବ। ବ୍ୟବସାୟ ସମ୍ବନ୍ଧରେ ଜୀବନସାଥୀଙ୍କ ସହିତ ଆଲୋଚନା କରିପାରନ୍ତି।

ତୁଳା: ଧୢାନ ଓ ଯୋଗ ଦ୍ବାରା ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଜମି ସମ୍ବନ୍ଧୀୟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

ବିଛା: ଦିନଟି ସାଙ୍ଗ ଓ ପରିବାର ସହିତ କଟିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି। ସମାଜିକ କାର୍ୟ୍ୟରେ ରୁଚି।

ଧନୁ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ବ୍ୟବସାୟରେ ନୂଆ ଆୟର ସ୍ରୋତ ମିଳିପାରେ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

ମକର: କ୍ୟାରିଅରର ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ।

କୁମ୍ଭ: କ୍ୟାରିଅର ମାମଲାରେ ସଠିକ୍‌ ବିଚାର କରିପାରନ୍ତି। ବ୍ୟବସାୟ‌େର ଶୀଘ୍ର ଫଇସଲାରେ ଲାଭ ମିଳିବ। ପିତା-ମାତା କୌଣସି ଜରୁରୀ କାମ ପୂରା କରିଦେବେ।

ମୀନ: ଅଶାନ୍ତି ବଢ଼ିପାରେ। କୌଣସି ମାମଲା ଫଇସଲା କ‌ରିବା‌େର ସମସ୍ୟା ଆସିପାରେ। ଉପରିସ୍ଥ ଅଧିକାରୀଙ୍କ ସହ କଥାବାର୍ତ୍ତାବେଳେ ସତର୍କ ରହନ୍ତୁ।

ସମ୍ବନ୍ଧିତ ଖବର