ଜାଣନ୍ତୁ ଆଜିର ରାଶିଫଳ

ମେଷ: କ˚ପାନି ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ପୁରୁଣା ଇଚ୍ଛା ପୂରା ହେବ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ।

ବୃଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ।

ମିଥୁନ: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉପୁଜିବ। ବ୍ୟବସାୟ ମାମଲାରେ ଯାତ୍ରାର ଯିବା ପାଇଁ ଯୋଜନା କରିବେ।

କର୍କଟ: ରଚନାତ୍ମକ କାମରେ ଧୢାନ ଲଗାନ୍ତୁ, ଲାଭ ହେବ। ଅଫିସରେ କୌଣସି ନୂଆ କାମର ଦାୟିତ୍ବ ମିଳିପାରେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ସି˚ହ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କ ମନରେ ଆସିଥିବା ଥିବା ବିଚାର କାମରେ ପୂରା ହେବ। ଜୀବନରେ ସୁଖ ଶାନ୍ତି ଆସିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

କନ୍ୟା: ନିଜର ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଭଲ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଧାର୍ମିକ ଯାତ୍ରା ସ୍ମରଣୀୟ ରହିବ।

ତୁଳା: ଜରୁରି କାମ ପାଇଁ ଊର୍ଜାକୁ ଏକତ୍ର କରି ରଖନ୍ତୁ। ବ୍ୟବସାୟରେ ନୂଆ ଆହ୍ବାନର ସାମନା କରି ପାରନ୍ତି। ଅନ୍ୟମାନଙ୍କ ସହିତ କଥା କହିବା ବେଳେ ଶଦ୍ଦ ଉପରେ ଧୢାନ ଦିଅନ୍ତୁ।

ବିଛା: ଆଗକୁ ବଢ଼ିବା ଲାଗି ଲଗାତାର ଚେଷ୍ଟା କରିବେ। ପରିଶ୍ରମର ଫଳ ଦ୍ବିଗୁଣା ମିଳିବ। ବ୍ୟବସାୟ ସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ମହିଳାଙ୍କ ଲାଗି ଭଲ ଦିନଟିଏ।

ଧନୁ: ଆପଣଙ୍କ ମହତ୍ବାକା˚କ୍ଷା ସମୟ ବିତିବା ସାଙ୍ଗସଙ୍ଗେ ବଦଳି ଯିବ। କାହାରିକୁ ଆପଣ ରକ୍ଷା କରିବାକୁ ଚେଷ୍ଟା କରିବେ। ବ୍ୟବସାୟ ସମ୍ବନ୍ଧୀୟ କାମରେ ଯାତ୍ରା କରିବେ।

ମକର: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ।

କୁମ୍ଭ: ଆଜି ଆପଣଙ୍କର ତର୍କ ଶକ୍ତି କାମରେ ଆସିବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ।

ମୀନ: କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ। ଅଟକିଥିବା ପଇସା ଆପଣଙ୍କୁ ମିଳିପାରେ। ଚାକିରିଆଙ୍କର ଉନ୍ନତି ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ।

ସମ୍ବନ୍ଧିତ ଖବର