publive-imageମେଷ: ମଉଜ ମଜଲିସ ପାଇଁ ସୁଯୋଗ ମିଳିବ। ପ୍ରିୟ ବନ୍ଧୁଙ୍କ ସହ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଲାଭ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

Advertisment

publive-imageବୃଷ: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ପକ୍ଷ ମଜଭୁତ ହେବ।

publive-imageମିଥୁନ: ସକରାତ୍ମକ ଭାବନାରେ ଦିକଟି କଟିବ। ପରିବାର ଲୋକଙ୍କ ସହିତ ଧର୍ମସ୍ଥାନକୁ ଯାତ୍ରା। ବ୍ୟାବସାୟିକ କାରବାର ବଢ଼ିବ।

publive-imageକର୍କଟ: ବିଚାରରେ ସକରାତ୍ମକ ବଜାୟ ରଖନ୍ତୁ। କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ୍‌ ହୋଇପାରେ। ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ।

publive-imageସି˚ହ: ଠିକ୍‌ ସମୟରେ କାମ ସଂପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟ କରିବା ସୁଯୋଗ ପାଇବେ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ।

publive-imageକନ୍ୟା: କ୍ୟାରିଅରରେ ଉତ୍ତମ ସୁଯୋଗ ମିଳିବ। ଲେଖକଙ୍କ ପାଇଁ ଦିନଟି ଶୁଭ। କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି।

publive-imageତୁଳା: କୌଣସି ବିଷୟରେ ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଆଲୋଚନା କରିବେ। ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ଲାଗି ରାସ୍ତା ମିଳିବ। ଦାଂପତ୍ୟ ସମ୍ବନ୍ଧରେ ପ୍ରସନ୍ନତା।

publive-imageବିଛା: ରୋଜଗାର ବଢ଼ିବ। ଶତ୍ରୁଙ୍କୁ ମୁକାବିଲା କରିବେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।

publive-imageଧନୁ: ଉନ୍ନତି ଲାଗି କୌଣସି ଉତ୍ତମ ସୁଯୋଗ। ଆର୍ଥିକ ମଜଭୁତ ବଜାୟ ରହିବ। ପାରିବାରିକ ଜୀବନ ସୁଖ।

publive-imageମକର: ଧାର୍ମିକ କାର୍ଯ୍ୟରେ ରୁଚି। କଥା ଓ କାମ କରିବାର କୌଶଳ ଦ୍ବାରା ଅନ୍ୟକୁ ଖୁସି କରିବେ। ବନ୍ଧୁମାନଙ୍କ ସହିତ ଭଲରେ ସମୟ ବିତିବ।

publive-imageକୁମ୍ଭ: ଦିନଟି ସବୁ ଦୃଷ୍ଟିରୁ ଭଲ। ସାମାଜିକ କାର୍ଯ୍ୟରେ ଅ˚ଶଗ୍ରହଣ କରିବେ। ବେପାରରେ ଅଧିକ ଧନଲାଭ।

publive-imageମୀନ: ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିବେ। କୌଣସି ଜରୁରି କାମରେ ବଡ଼ ଭାଇ ଭଉଣୀଙ୍କ ସହଯୋଗ ପାଇବେ।