ଜାଣନ୍ତୁ ଆଜିର ରାଶିଫଳ

ମେଷ: ସାମାଜିକ ସମ୍ମାନ ମିଳିବ। ବ୍ୟବସାୟରେ ପ୍ରଚୁର ଲାଭ। ଶିକ୍ଷା କ୍ଷେତ୍ରରେ ଉନ୍ନତି। ପ୍ରେମରେ ସଫଳତା।

ବୃଷ: ଧାର୍ମିକ କାର୍ଯ୍ୟରେ ମନ। ଦୂର ଯାତ୍ରା ଲାଭପ୍ରଦ ରହିବ। ଭୂ-ସ˚ପତ୍ତି କିଣିବାର ଯୋଗ। ଛାତ୍ରଙ୍କ ଲାଗି ଦିନଟି ଭଲରେ କଟିବ।

ମିଥୁନ: ଯୋଜନାର ପରିବର୍ତ୍ତନ କରିବାକୁ ପଡ଼ିପାରେ। କୌଣସି କାର୍ଯ୍ୟ କରିବାକୁ ସ୍ବେଚ୍ଛାକୃତ ଆଗ୍ରହ ବଢ଼ିବ। ପ୍ରେମ ସ˚ପର୍କ ନିବିଡ଼ ହେବ।

କର୍କଟ: ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପ୍ରଚୁର ଲାଭ ମିଳିବ। ଶିକ୍ଷା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ଉନ୍ନତି। ଘରେ କୌଣସି ସମାରୋହର ଆୟୋଜନ କରିପାରନ୍ତି।

ସି˚ହ: ପୁରୁଣା ଚିନ୍ତାରୁ ମୁକ୍ତି। ଘରୋଇ ପରିବେଶ ଉତ୍ସବମୁଖର ରହିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ।

କନ୍ୟା: ନିଜ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ଚାଲନ୍ତୁ। ଆଇନ୍‌ ପରାମର୍ଶଦାତାଙ୍କ ସାହାଯ୍ୟ ମିଳିବ। ଭବିଷ୍ୟତରେ ଆୟ ବୃଦ୍ଧି ଲାଗି ଯୋଜନା କରିବେ।

ତୁଳା: ଅଫିସ କର୍ମଚାରୀଙ୍କ ସହିତ କଥାବାର୍ତ୍ତାବେଳେ ସାବଧାନ ରହନ୍ତୁ। ବ୍ୟବସାୟ ପାଇଁ ଦୂର ଯାତ୍ରା। ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ।

ବିଛା: ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ। କୌଣସି ନୂଆ ଯୋଜନା ଶେଷ ଲାଗି ମନୋଯୋଗରେ କାମ କରିବେ। ପରିବାର ଲୋ‌େକ ଆପଣଙ୍କଠାରୁ ଅଧିକ ଆଶା କରିବେ।

ଧନୁ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସଙ୍ଗରେ ରହିବ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ଆର୍ଥିକ ସ୍ଥିତି ମଜଭୁତ ରହିବ।

ମକର: କୌଣସି କାମରେ ପିତୃତୁଲ୍ୟ ବ୍ୟକ୍ତିଙ୍କ ଠାରୁ ପୂରା ସହଯୋଗ ମିଳିବ। ରାଜନୈତିକ ସଂପର୍କର ପରିଧି ବଢ଼ିବ। ବନ୍ଧୁଙ୍କ ସହିତ ଛାତ୍ରଙ୍କ ମିଳାମିଶା ବଢ଼ିବ।

କୁମ୍ଭ: ବ୍ୟବସାୟରେ ନୂଆ ସଉଦା କରିବାର ପାଇବେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତିବ।

ମୀନ: କ୍ୟାରିଅରରେ ନୂଆ ସୁଯୋଗ ମିଳିପାରେ। ଅଫିସରେ କୌଣସି କାମ ପାଇଁ ସମ୍ମାନିତ ହେବେ। ଆପଣଙ୍କ ସରଳତା ଜୀବନସାଥୀଙ୍କୁ ଭଲ ଲାଗିବ।

ସମ୍ବନ୍ଧିତ ଖବର