ମେଷ: ଈଶ୍ବରଙ୍କୁ ଆରାଧନା କରିବେ। ମନରେ ସକରାତ୍ମକ ଭାବନା ଆସିବ। ଅନ୍ୟମାନଙ୍କୁ ସାହାଯ୍ୟ କରିେବ। ଆୟର ନୂଆ ବାଟ ଖୋଲିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କାମବେଳେ ମନକୁ ଶାନ୍ତ ରଖନ୍ତୁ। ଭାଗ୍ୟ ଉପରେ ସ˚ପୂର୍ଣ୍ଣ ଭରସା କରନ୍ତୁ ନାହିଁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା।
ମିଥୁନ: ଜୀବନସାଥୀଙ୍କ ସହଯୋଗରେ କୌଣସି ଜରୁରୀ କାମ ପୂରା ହେବ। ହୋଟେଲ ମ୍ୟାନଜରଙ୍କୁ ଧନଲାଭ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି।
କର୍କଟ: ଆର୍ଥିକ ଉନ୍ନତି। ବ୍ୟାବସାୟିକ ମାମଲାର ଫଇସଲାରୁ ଲାଭବାନ୍ ହେବେ। କାମ ପାଇଁ ଅଫିସରେ ପ୍ରଶ˚ସିତ ହୋଇପାରନ୍ତି। ସଙ୍ଗୀତ ଛାତ୍ରୀଙ୍କ ଲାଗି ଦିନଟି ଭଲ।
ସି˚ହ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ନୂଆ ଯାନ କିଣିପାରନ୍ତି। ପ୍ରେମ ସଂପର୍କ ମଜଭୁତ ହେବ।
କନ୍ୟା: ଦିନଚର୍ଯ୍ୟାରେ ପରିବର୍ତ୍ତନ କଥା ଭାବିପାରନ୍ତି। କାମ ପାଇଁ ଅଧିକ ପରିଶ୍ରମ କରିବେ ଓ ସମୟ ଦେବେ। ବାଦ-ବିବାଦ ଠାରୁ ଦୂରରେ ରହନ୍ତୁ।
ତୁଳା: ନୂଆ କାର୍ଯ୍ୟରେ ରୁଚି। ଆଗକୁ ବଢ଼ିବା ଲାଗି ଭାଗ୍ୟ ସହାୟକ ହେବ। ଶିକ୍ଷକଙ୍କ ଲାଗି ସଫଳତାର ଦିନଟିଏ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।
ବିଛା: କାମ ଓ ପରିଶ୍ରମରୁ ଲାଭ। ଚାକିରିଜୀବୀଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ବାହାରକୁ ଯାଇପାରନ୍ତି।
ଧନୁ: ଦିନସାରା ଆତ୍ମବିଶ୍ବାସଭରା ରହିବେ। ପରିବାର ସଦସ୍ୟଙ୍କ ସହିତ ବୁଝାମଣା ଠିକ୍ ରହିବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ।
ମକର: ନିଜ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ପରିଶ୍ରମରୁ ଲାଭ ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ମିଶିପାରନ୍ତି। ଭୂସ˚ପତ୍ତି କିଣିବାର ଯୋଗ।
କୁମ୍ଭ: ସାମାଜିକ ସମାରୋହରେ ଭାଗ ନେବେ। ବ୍ୟବସାୟରୁ ପ୍ରଚୁର ଲାଭ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ।
ମୀନ: ସବୁ କାର୍ଯ୍ୟ ସୁରୁଖୁରୁରେ ସଂପୂର୍ଣ୍ଣ ହେବ। କୌଣସି ବିଶେଷ କାର୍ଯ୍ୟର ସମାଧାନର ସୂତ୍ର ମିଳିଯିବ। ସମାଜରେ ମାନ-ସମ୍ମାନ ବଢ଼ିବ।