ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ଅପରିଚିତ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ପାଇବେ। ବେପାରୀଙ୍କୁ ଧନଲାଭ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି।

ବୃଷ: ନିଜକୁ ଏକୁଟିଆ ଅନୁଭବ କରିବେ। ମିତ୍ରଙ୍କ ଠାରୁ ଖୁସି ଖବର ମିଳିପାରେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବେପାରରେ ଉନ୍ନତି।

ମିଥୁନ: ଦିନଟି ଭଲରେ କଟିବ। ବ୍ୟବସାୟରେ ନୂଆ ସଉଦା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

କର୍କଟ: ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ସରକାରୀ ନେଣଦେଣରୁ ଲାଭ ପାଇବେ। କୋର୍ଟ-କଚେରି ମାମଲାରେ ବିଜୟୀ ହେ‌େବ।

ସି˚ହ: ନିଜକୁ ସୁସ୍ଥ ଓ ସତେଜ ଅନୁଭବ କରିବେ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ଲାଭ ମିଳିପାରେ।

କନ୍ୟା: ମିତ୍ରଙ୍କୁ ସାହାଯ୍ୟ କରିବା‌ର ସୁଯୋଗ ମିଳିବ। ଅଫିସରେ ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।

ତୁଳା: ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କୁ ଫାଇଦା ଦେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ।

ବିଛା: କ୍ୟାରିଅରରେ ଉନ୍ନତି ଲାଗି ଭଲ ଦିନଟିଏ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା। କୌଣସି କାମ ଆରମ୍ଭ ଲାଗି ଯୋଜନା କରିପାରନ୍ତି।

ଧନୁ: ମନୋବଳରୁ କାର୍ଯ୍ୟରେ ସଫଳତା। ଅଫିସ କାମରେ ସକ୍ରିୟ ରହିବେ। କୋର୍ଟ-କଚେରି ମାମଲା ଆପଣଙ୍କ ପକ୍ଷରେ ହେବ।

ମକର: ଧାର୍ମିକ କାର୍ଯ୍ୟରେ ରୁଚି। ପାରିବାରିକ ଅଶାନ୍ତି ଦୂର ହେବ। କୌଣସି ରଚନାତ୍ମକ କାମରୁ ଧନଲାଭର ସୁଯୋଗ।

କୁମ୍ଭ: ଅଂଶୀଦାରଙ୍କ ସଙ୍ଗରେ ରହି କାମ କରି‌େବ। ଅଚାନକ ଧନପ୍ରାପ୍ତି। ଗଳ୍ପ, କବିତା ଆଦିରେ ମହିଳାଙ୍କ ରୁଚି ବଢ଼ିବ। ପ୍ରେମରେ ସଫଳତା।

ମୀନ: ଜୀବନରେ ନୂଆ ପରିବର୍ତ୍ତନ। ଭାବି ଥିବା ସବୁ କାମ ପୂରା ହୋଇଯିବ। ଅନ୍ୟମାନଙ୍କ ପାଇଁ ବିଶ୍ବାସଭାଜନ ହେବେ। ଲେଖକଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର