ଜାଣନ୍ତୁ ଆଜିର ରାଶିଫଳ

ମେଷ: ନୂଆ କିଛି କରିବା ପାଇଁ ଚିନ୍ତାକରିବେ। ଜୀବନସାଥୀଙ୍କ ଠାରୁ ଖୁସି ମିଳିବ। ବ୍ୟାବସାୟିକ ପରିସର ବୃଦ୍ଧି। କଳା ଓ ସଙ୍ଗୀତ କ୍ଷେତ୍ରରେ ସଫଳତା।

ବୃଷ: ଲକ୍ଷ୍ୟ ସ୍ଥିର ପାଇଁ ଯୋଜନା କରିବେ। କର୍ତ୍ତୃପକ୍ଷଙ୍କଠାରୁ ସକରାତ୍ମକ ଉତ୍ତର ମିଳିପାରେ। ବ୍ୟବସାୟ ବଢ଼ାଇବା ଲାଗି ନୂଆ ଅଂଶୀଦାର ମିଳିବେ।

ମିଥୁନ: ଜୀବନ ଅତ୍ୟନ୍ତ ସରସ-ସୁନ୍ଦର ରହିବ। ପର୍ଯ୍ୟଟନ ଓ ଭ୍ରମଣ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କର ଆୟ ବଢ଼ିବ। ପରିବାରରେ ସୁଖ-ଶାନ୍ତି ବୃଦ୍ଧି।

କର୍କଟ: ଆଧୢାତ୍ମିକ ଦିଗରେ ମନ ଲାଗିରହିବ। ଅଫିସ କାମର ବୋଝ ଅଧିକ ରହିବ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା। ଆର୍ଥିକ ସମସ୍ୟା ବଢ଼ିପାରେ।

ସି˚ହ: ଆପଣଙ୍କ ଉପରେ ଉପରିସ୍ଥ ଅଧିକାରୀ ଖୁସି ରହିବେ। ପ୍ରେମପୂର୍ଣ୍ଣ ବୈବାହିକ ଜୀବନ। ଛାତ୍ରଙ୍କୁ ପରିଶ୍ରମର ଫଳ ମିଳିବ।

କନ୍ୟା: ଭାଗ୍ୟଦେବୀ ପ୍ରସନ୍ନ ରହିବେ। କର୍ମସ୍ଥଳୀରେ ପ୍ରଶ˚ସା ମିଳିବ। ଶିକ୍ଷା କ୍ଷେ଼ତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ। ନୂଆ ସ୍ଥାନକୁ ଭ୍ରମଣ ଯୋଗ।

ତୁଳା: କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ। ବ୍ୟବସାୟରେ ଲାଭ। ପରିବାର ଲୋକଙ୍କ ସହିତ ଉତ୍ତମ ବୁଝାମଣା। ବିଦ୍ୟା ଅଭ୍ୟାସରେ ମନ ଲାଗିବ।

ବିଛା: ସ୍ବତନ୍ତ୍ର କାର୍ଯ୍ୟ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା। ବ୍ୟବସାୟରେ ଲାଭ। ପାରିବାରିକ ସଂପର୍କ ବୃଦ୍ଧି।

ଧନୁ: ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ବ୍ୟବସାୟର ନୂଆ ଦିଗ ମିଳିବ। ପ୍ରେମ ସଂପର୍କରେ ଦିନଟି ଭଲ।

ମକର: ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ। କୌଣସି ମହିଳା ବନ୍ଧୁଙ୍କ ସହଯୋଗ ମିଳିବ। କୌଣସି ସମସ୍ୟାର ସମାଧାନ ହେବ।

କୁମ୍ଭ: ଈଶ୍ବରଙ୍କୁ ଆରାଧନାରେ ସମୟ ବିତିବ। ଦୀର୍ଘ ଦିନର ଆଶା ପୂରଣ ହେବ। ଅଜଣା ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମିଳିପାରେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

ମୀନ: ପୁରୁଣା କଥାରୁ ମନସ୍ତାପ। ପରିବାର ଲୋକଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ। ଟଙ୍କା ଉଧାର ନେବା କିଂବା ଦେବାରୁ ନିବୃତ୍ତ ରହନ୍ତୁ।

ସମ୍ବନ୍ଧିତ ଖବର