ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସ କମ‌ର୍ଚାରୀଙ୍କ ସହ ବ୍ୟବହାରରେ ସଂଯମତା ରଖନ୍ତୁ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ସୁସମ୍ବାଦ ପାଇବେ। ପତ୍ନୀଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ।

ବୃଷ: ସାହସର ସହିତ ଆଗକୁ ଯିବେ। ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ବିବାହିତଙ୍କ ଲାଗି ଦିନଟି ସ୍ମରଣୀୟ ରହିବ।

ମିଥୁନ: ଜୀବନସାଥୀଙ୍କ ସହଯୋଗରେ କାମ ସ˚ପୂର୍ଣ୍ଣ ହେବ। ଜମି ବିକ୍ରେତାଙ୍କୁ ପୁରୁଣା ଜମିରୁ ଧନଲାଭ। ଖାଦ୍ୟ-ପାନୀୟ ପ୍ରତି ସଜାଗ ରହନ୍ତୁ।

କର୍କଟ: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଅନ୍ୟ ଠାରୁ ସାହାଯ୍ୟ ଓ ସହଯୋଗ ପାଇବେ। ଅଫିସ ସମସ୍ୟାର ସମାଧାନ ହେବ।

ସି˚ହ: ପାରିବାରିକ ଜୀବନରେ ସୁଖ-ଶାନ୍ତି। ବ୍ୟାବସାୟିକ କାର୍ଯ୍ୟରେ ଦୂର ଯାତ୍ରା। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଯାନବାହନ କିଣିପାରନ୍ତି।

କନ୍ୟା: ଭାବିଥିବା କାର୍ଯ୍ୟ ସଫଳ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ। ଛାତ୍ରମାନେ ନୂଆ ଯୋଜନା କରିବେ।

ତୁଳା: ପରିବାର ସଦସ୍ୟଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଅଧିକ ଲାଭ ମିଳିବ। ଧନପ୍ରାପ୍ତି ଯୋଗ। ପ୍ରେମରେ ସଫଳତା।

ବିଛା: ଜୀବନସାଥୀ ଆପଣଙ୍କୁ ପ୍ରଶ˚ସା କରିବେ। ଘରକୁ କୁଣିଆ ଆସିପାରନ୍ତି। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ଧନୁ: ମନୋର˚ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କୌଣସି ବଡ଼ ଫଇସଲା ନେବାରୁ ନିବୃତ୍ତ ରହନ୍ତୁ। ଆର୍ଥିକ ସ୍ଥିତି ପୂର୍ବ ଭଳି ସମାନ ରହିବ।

ମକର: ସକରାତ୍ମକ ଭାବନାରେ ଦିନଟି ବିତିବ। କୌଣସି ବଡ଼ କାମ କରିପାରନ୍ତି। ଆର୍ଥିକ ସ୍ଥିତି ମଜଭୁତ ହେବ। ବୈବାହିକ ଜୀବନରେ ଖୁସି।

କୁମ୍ଭ: ଆର୍ଥିକ ସ୍ଥିତି ମଜଭୁତ ରହିବ। ସାମାଜିକ କାର୍ଯ୍ୟରେ ଅଧିକ ମନୋନିବେଶ କରିବେ। କୌଣସି ମହିଳା ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିପାରେ।

ମୀନ: ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଧନଲାଭ ଯୋଗ। ଛାତ୍ରମାନେ ନିଜ ପ୍ରତିଭା ପାଇଁ ପୁରସ୍କୃତ ହେବେ।

ସମ୍ବନ୍ଧିତ ଖବର