ଜାଣନ୍ତୁ ଆଜିର ରାଶିଫଳ

ମେଷ: ଧାର୍ମିକ ଭାବନା ବଢ଼ିବ। ଆପଣଙ୍କ ବ୍ୟବହାରରେ ପଡ଼ୋଶୀ ଖୁସି ହେବେ। ବ୍ୟବସାୟରେ ସ୍ଥିରତା। ଅଚାନକ ଧନଲାଭ।

ବୃଷ: ଅଧିକ କାମ, କମ୍‌ ଲାଭ। ସଂଶୟ ଦୂର ପାଇଁ ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିବ। ପରିବାରବର୍ଗ ସହିତ ସଂପର୍କ ଭଲ ରହିବ।

ମିଥୁନ: ଅର୍ଥ ଜମା ଲାଗି ଯୋଜନା କରିବେ। ବ୍ୟବସାୟରେ ଉନ୍ନତି। ଜୀବନସାଥୀଙ୍କ ସହିତ ସଂପର୍କରେ ମଧୁରତା ବଢ଼ିବ।

କର୍କଟ: ବ୍ୟବସାୟକୁ ନେଇ ନୂଆ କିଛି ଚିନ୍ତା କରିବେ। ଆର୍ଥିକ ସ୍ଥିତି ସୁଧୁରିବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ସି˚ହ: କାମ ପ୍ରତି ଉତ୍ସାହ ବଢ଼ିବ। ଧନଲାଭର ନୂଆ ସୁଯୋଗ। ମହିଳା ବନ୍ଧୁଙ୍କ ମାଧୢମରେ ଆଶା ପୂରଣ ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

କନ୍ୟା: ସକରାତ୍ମକ ଭାବନାରେ ଦିନଟି କଟିବ। ନୂଆ ଯୋଜନା‌ ଅନୁସା‌େର ଅଫିସ୍‌ କାମ କରିପାରନ୍ତି। ବ୍ୟବସାୟ କାର୍ଯ୍ୟରେ ଦୂର ଯାତ୍ରା।

ତୁଳା: ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ସବୁ କାମ ଠିକ୍‌ ସମୟରେ ସ˚ପୂର୍ଣ୍ଣ ହେବ। ଦାଂପତ୍ୟ ଜୀବନ ପ୍ରେମପୂର୍ଣ୍ଣ ରହିବ।

ବିଛା: ଭାବିଥିବା କାମ ସଫଳ ହେବ। ମନୋରଂଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ କଳାକାରଙ୍କୁ ସୁଯୋଗ ମିଳିବ। ସୁସମ୍ବାଦ ପାଇବେ।

ଧନୁ: କାର୍ଯ୍ୟ ହାସଲ ପାଇଁ ନୂଆ ଯୋଜନା। ରାଜନୀତିରେ ସଫଳତା। ବ୍ୟବସାୟରେ ଅଧିକ ଲାଭ। ଘରେ ସୁଖ-ଶାନ୍ତି ଭରି ରହିବ।

ମକର: ଅନ୍ୟକୁ ବୁଝାଇବାରେ ବିଫଳ ହୋଇପାରନ୍ତି। ଆର୍ଥିକ ସ୍ଥିତି ଅପରିବର୍ତ୍ତିତ ରହିବ। କବିମାନେ ନୂଆ କବିତା ରଚନା କରିବେ।

କୁମ୍ଭ: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। ସାମାଜିକ କାର୍ଯ୍ୟରେ ମାନ-ସମ୍ମାନ ବୃଦ୍ଧି। ମନ ପସନ୍ଦର ନିଯୁକ୍ତି ସୁ‌େଯାଗ।

ମୀନ: ନୂଆ କାମ ଆରମ୍ଭ ଲାଗି ଦିନଟି ଅନୁକୂଳ। ଅନ୍ୟମାନଙ୍କ ଠାରୁ ସହଯୋଗ ମିଳିପାରେ। ବ୍ୟାବସାୟିକ ପରିସର ବୃଦ୍ଧି ପାଇଁ ନୂଆ ଯୋଜନା।

ସମ୍ବନ୍ଧିତ ଖବର