publive-imageମେଷ: ଧନ ଲାଭର ସୁଯୋଗ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଶିକ୍ଷକଙ୍କ ଠାରୁ ସହଯୋଗ ମିଳିବ।

Advertisment

publive-imageବୃଷ: ପୂଜା-ପାଠରେ ଅଧିକ ସମୟ ବିତିବ। ସ˚ପର୍କୀୟଙ୍କ ଠାରୁ ଶୁଭ ଖବର ମିଳିପାରେ। ଛାତ୍ରଙ୍କୁ ପରିଶ୍ରମର ଫଳ ମିଳିବ।

publive-imageମିଥୁନ: କିଛି ନୂଆ କରିବା ପାଇଁ ଭାବିପାରନ୍ତି। ଶିକ୍ଷା କ୍ଷେତ୍ରରେ ସଫଳତା। ଆର୍ଥିକ ମାମଲାରେ ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ।

publive-imageକର୍କଟ: ସ୍ଥଗିତ ଅଫିସ୍‌ କାମ ଶେଷ ହେବ। ଦୂର ସ୍ଥାନକୁ ଯାତ୍ରା। ଅଚାନକ ଧନଲାଭ। ପରିବାରରେ ସୁଖ-ଶାନ୍ତି।

publive-imageସି˚ହ: ଆଇନଗତ ମାମଲାର ସମାଧାନ ହୋଇପାରେ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗି ରହିବ। ସୁସମ୍ବାଦ ପାଇବେ। ପ୍ରେମରେ ସଫଳତା ମିଳିବ।

publive-imageକନ୍ୟା: ଆଧୢାତ୍ମିକ କାର୍ଯ୍ୟରେ ଧ୍ୟାନ ରହିବ। କ୍ୟାରିୟରରେ ସଫଳତା। ବ୍ୟବସାୟୀଙ୍କୁ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।

publive-imageତୁଳା: ପୁରୁଣା ନେଣଦେଣକୁ ନେଇ ବିବାଦୀୟ ସ୍ଥିତି ଉପୁଜିପାରେ। ଅଫିସ ବାତାବରଣ ଅନୁକୂଳ ରହିବ। କାର୍ଯ୍ୟ ସମାପ୍ତିରେ ବାଧା ଉପୁଜିପାରେ।

publive-imageବିଛା: ଭାବନା ଅନୁସାରେ ଇଚ୍ଛା ପୂରଣ ହେବ। ଆପଣଙ୍କ ପରାମର୍ଶକୁ ଅଫିସ୍‌ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ପ୍ରେମ ସ˚ପର୍କ ନିବିଡ଼ ହେବ।

publive-imageଧନୁ: ଭାଗ୍ୟଦେବୀ ପ୍ରସନ୍ନ ରହିବେ। ଅନ୍ୟ ଠାରୁ ସାହାଯ୍ୟ ମିଳିପାରେ। ବେପାରରେ ଲାଭ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।

publive-imageମକର: ସଫଳତାକୁ ନେଇ ସନ୍ତୁଷ୍ଟ ରହିବେ। ତର୍କ ଜ୍ଞାନ ଦ୍ବାରା ଅନ୍ୟକୁ ପ୍ରଭାବିତ କରିବେ। ସନ୍ତାନଙ୍କ ସହିତ ସମୟ ବିତିବ।

publive-imageକୁମ୍ଭ: କାର୍ଯ୍ୟ‌ ପରିସର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ। ବିଦେଶରୁ ଭଲ ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସକରାତ୍ମକ ପରିବର୍ତ୍ତନ ଆସିବ।

publive-imageମୀନ: ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବ। ବ୍ୟବସାୟରେ ଉନ୍ନତି ଲାଗି ନୂଆ ଯୋଜନା କରି‌ପାରନ୍ତି। ଜୀବନସାଥୀଙ୍କ ଉନ୍ନତି ଓ ଖୁସିପୂର୍ଣ୍ଣ ପରିବେଶ।