ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟ ଓ ଚାକିରିରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀଙ୍କ କ୍ୟାରିଅରରେ ଉନ୍ନତି। ଦାଂପତ୍ୟ ଜୀବନରେ ଖୁସି।

ବୃଷ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଉତ୍ତମ ଚିନ୍ତା ମନରେ ଉଦ୍ରେକ ହେବ। ନୂଆ କାମ ପାଇଁ ଚୁକ୍ତିବଦ୍ଧ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ପ୍ରଶ˚ସିତ ହେବେ।

ମିଥୁନ: ତରବରିଆ ଭାବେ କୌଣସି କାମ କରନ୍ତୁନାହିଁ। ଆର୍ଥିକ ମାମଲାରେ ବାଧା ଉପୁଜିପାରେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

କର୍କଟ: କ୍ୟାରିଅରରେ ସଫଳତା ପାଇବେ। ନୂଆ ଲୋକଙ୍କ ସହ ସ˚ପର୍କ ଗଢ଼ିବେ। ବ୍ୟବସାୟରେ ଲାଭ। ପରିବାରରେ ଖୁସି।

ସି˚ହ: ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଭାବିଥିବା କାମ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷଙ୍କଠାରୁ ସକରାତ୍ମକ ଉତ୍ତର ମିଳିପାରେ।

କନ୍ୟା: ଦିନସାରା ସତେଜ ରହିବେ। ପରିଶ୍ରମର ଫଳ ମିଳିବ। କିଛି ଗୁରୁତ୍ବପୂର୍ଣ୍ଣ ଖବର ପାଇବେ। ପରିବାରରେ ଖୁସି।

ତୁଳା: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। କାମ ଆରମ୍ଭ ପୂର୍ବରୁ ବରିଷ୍ଠଙ୍କ ସମ୍ମତି ନିଅନ୍ତୁ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ।

ବିଛା: ନୂଆ କିଛି ଶିଖିବାର ସୁଯୋଗ ମିଳିବ। ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ବ୍ୟବସାୟରେ ଅଧିକ ଧନଲାଭ। ପ୍ରେମ ପ୍ରସଙ୍ଗରେ ନୂଆ ସମ୍ଭାବନା।

ଧନୁ: ସାରାଦିନ ଖୁସିରେ ରହିବେ। ଅପରିଚିତ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ନୂଆ କିଛି କରିବା ଲାଗି ଭାବିପାରନ୍ତି।

ମକର: ପ୍ରତିଷ୍ଠିତ ଲୋକଙ୍କ ସହ ମିଶିବେ। ପରିବାରର ଦାୟିତ୍ବ ନେବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କୁମ୍ଭ: ଅନ୍ୟମାନଙ୍କ ଠାରୁ ସାହାଯ୍ୟ ମିଳିବ। ନିଜ କାମରେ ବ୍ୟସ୍ତ ରହିବେ। ବେପାରରେ ଲାଭ। ଛାତ୍ରଙ୍କୁ ପରିଶ୍ରମର ଫଳ ମିଳିବ।

ମୀନ: ନିଜ ଦାୟିତ୍ବ ନିର୍ବାହ କରିବାରେ ସଫଳ ହେବେ। ଘରକୁ କୁଣିଆ ଆସିପାରନ୍ତି। ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରମାନେ ଖେଳକୁଦରେ ଭାଗ ନେବେ।

ସମ୍ବନ୍ଧିତ ଖବର