ଜାଣନ୍ତୁ ଆଜିର ରାଶିଫଳ

ମେଷ: ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ସ˚ପର୍କ ବଢ଼ିବ। ଇ˚ଜିନିୟରଙ୍କ ଲାଗି ଦିନଟି ଅନୁକୂଳ। ସରକାରୀ ଚାକିରିରେ ଆପଣଙ୍କ ଚୟନ ହୋଇପାରେ।

ବୃଷ: ସୁସ୍ଥ ଅନୁଭବ କରିବେ। ସଫଳତା ପାଇଁ ତତ୍ପର ରହିବେ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ମିଥୁନ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ। ଜରୁରୀ କାମ ସମୟ ମଧ୍ୟରେ ସ˚ପୂର୍ଣ୍ଣ ହେବ।

କର୍କଟ: ନିଜ ଉପରେ ବିଶ୍ବାସ ରଖନ୍ତୁ। ସକରାତ୍ମକ ଭାବନା ସହ କାମ କରନ୍ତୁ। ବ୍ୟବସାୟୀଙ୍କୁ ଧନଲାଭ ହେବ। ବୈବାହିକ ଜୀବନ ଭଲ ରହିବ।

ସି˚ହ: ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଶତ୍ରୁଙ୍କୁ ପରାସ୍ତ କରିବେ। କୌଣସି ନୂଆ ଦାୟିତ୍ବ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ଉନ୍ନତି ହେବ।

କନ୍ୟା: ନୂଆ ଶିକ୍ଷା ପାଇବେ। ଅଫିସରେ ବଡ଼ ଅଧିକାରୀମାନଙ୍କ ସହଯୋଗ ମିଳିବ। ଅଚାନକ ଧନଲାଭ ହେବ। ସମ୍ପର୍କରେ ସତେଜତା ଅନୁଭବ କରିବେ।

ତୁଳା: ବ୍ୟବସାୟରେ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

ବିଛା: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ସୁଫଳ ପାଇବେ। ନୂଆ ଚାକିରିର ସୁଯୋଗ ମିଳିପାରେ। ନିଜର ପାରିବାରିକ ଦାୟିତ୍ବକୁ ପୂରା କରିବେ। ସୁସମ୍ବାଦ ପାଇବେ।

ଧନୁ: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ବ୍ୟବସାୟ ପାଇଁ ଯାତ୍ରା କରିବେ। ପରିବାରରେ ଖୁସିର ବାତାବରଣ ରହିବ।

ମକର: କଠିନ ପରିଶ୍ରମ ପାଇଁ ଆପଣଙ୍କୁ ସଫଳତା ମିଳିବ। ଅନ୍ୟ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ପ୍ରଶ˚ସା ମିଳିବ।

କୁମ୍ଭ: ପରିବାରରେ ବୟସ୍କଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। କାହାରିକୁ ସହଜରେ ବିଶ୍ବାସ କରନ୍ତୁ ନାହିଁ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଆଜି ଆପଣ ସଫଳତାର ଶିଖର ଛୁଇଁବେ। ବ୍ୟବସାୟରେ ଲାଭ ହେବାର ଆଶା ରହିଛି। ନୂଆ ଲୋକଙ୍କ ସହିତ ଆଲୋଚନା ଭବିଷ୍ୟତରେ ଲାଭଦାୟକ ହେବ।

ସମ୍ବନ୍ଧିତ ଖବର