publive-imageମେଷ: ସମୟସୀମା ମଧ୍ୟରେ ଅଫିସ କାର୍ୟ୍ୟ ସମାପ୍ତ କରିବେ। ଉପରସ୍ଥ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ।

Advertisment

publive-imageବୃଷ: ସାଥୀଙ୍କ କଥାକୁ ଧୈର୍ୟ୍ୟ ଧରି ଶୁଣନ୍ତୁ। ସୁସମ୍ପର୍କ ବଜାୟ ରଖିବା ଲାଗି ତର୍କ କରନ୍ତୁ ନାହିଁ। ବାହାରକୁ ଗଲେ ସାବଧାର ରହନ୍ତୁ।

publive-imageମିଥୁନ: ନୂଆ କାର୍ୟ୍ୟରେ ରୁଚି ବଢ଼ିବ। ଆପଣଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

publive-imageକର୍କଟ: ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ।

publive-imageସି˚ହ: ନିତିଦିନିଆ ଅଶାନ୍ତିର ନିବାରଣ ହେବ। କଳାକାର-ସାହିତ୍ୟିକଙ୍କୁ ଚାକିରି ମିଳିପାରେ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

publive-imageକନ୍ୟା: ପୁରୁଣା ପ୍ରତିଜ୍ଞା ନିର୍ବାହ କରିବେ। ସ୍ଥଗିତ କାମ ସ˚ପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଅର୍ଥ ବିନିଯୋଗ କରିବାକୁ ଯୋଜନା କରିବେ।

publive-imageତୁଳା: ପୂଜାପାଠରେ ସମୟ ବିତିବ। ଜରୁରୀ କାମ ନେଇ ଯୋଜନା କରିପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ପରାମର୍ଶ ମିଳିବ।

publive-imageବିଛା: ସପରିବାର ଭଗବାନଙ୍କ ଆରାଧନା କରିବେ। ଧନସମ୍ପଦ ସମ୍ବନ୍ଧୀୟ କାମ ସ˚ପୂର୍ଣ୍ଣ ହେବ। ଅଫିସରେ ଯୁକ୍ତିତର୍କ ହୋଇପାରେ।

publive-imageଧନୁ: ସାହି ପଡ଼ିଶା ଆପଣଙ୍କର ବ୍ୟବହାରରେ ଖୁସି ରହିବେ। ଧାର ଦେଇଥିବା ଅର୍ଥ ମିଳିବାର ସମ୍ଭାବନା ଅଛି। ବ୍ୟବସାୟରେ ଆଶାଜନକ ଫଳ ମିଳିବ।

publive-imageମକର: ଆଶା ଅନୁଯାୟୀ ପରିବାର ଲୋକଙ୍କର ସାହାଯ୍ୟ ମିଳିନପାରେ। ଜରୁରୀ କାମରେ ବାହାରକୁ ଯିବାର ଯୋଜନା ପରିତ୍ୟାଗ କରନ୍ତୁ।

publive-imageକୁମ୍ଭ: ନିଜକୁ ମାର୍ଜିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ବେକାରଙ୍କୁ ଉପାର୍ଜନର ସୁଯୋଗ ମିଳିବ।

publive-imageମୀନ: ନୂଆ ବନ୍ଧୁତା ଭବିଷ୍ୟତରେ ଲାଭଦାୟକ ହେବ। ବ୍ୟବସାୟରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଛାତ୍ରଙ୍କୁ ଗୁରୁଜନଙ୍କ ସହଯୋଗ ମିଳିବ।