ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ମନ ଶାନ୍ତ ରହିବ। ପରିବାରରେ ଖୁସିର ପରିବେଶ ରହିବ। ବହି ପଢ଼ାରେ ମନ ଲାଗିବ।

ବୃଷ: ଚାକିରି ଓ ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଘରୋଇ କାମ ସମ୍ପୂର୍ଣ୍ଣ ହେବ। ସୁସମ୍ବାଦ ପାଇବେ।

ମିଥୁନ: ଉନ୍ନତିର ନୂଆ ରାସ୍ତା ଖୋଲିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ।

କର୍କଟ: ଦେବୀମାତାଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ଧର୍ମ ଚର୍ଚ୍ଚାରେ ଅ˚ଶଗ୍ରହଣ କରିବେ। ଲକ୍ଷ୍ୟ ହାସଲ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରି ପାରନ୍ତି।

ସି˚ହ: କାର୍ଯ୍ୟ ବ୍ୟସ୍ତତା ହେତୁ କ୍ଳେଶ ଅନୁଭବ କରିବେ। ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହେବ।

କନ୍ୟା: ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। କାରବାରରେ ଅଧିକ ଲାଭ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ।

ତୁଳା: ପରିଶ୍ରମର ସୁଫଳ ପାଇବେ। ଅନ୍ୟଙ୍କୁ ନିଜ ଯୋଜନାରେ ସହମତ କରାଇବାରେ ସଫଳ ହେବେ। ଲେଖାପଢ଼ାରେ ବନ୍ଧୁଙ୍କ ସହଯୋଗ ପାଇବେ।

ବିଛା: ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ।

ଧନୁ: ନିଜର କାର୍ଯ୍ୟ କୁଶଳତା ବୃଦ୍ଧି କରନ୍ତୁ। ବ୍ୟବସାୟରେ ଅର୍ଥ ନେଇ କିଛି ଅସୁବିଧା ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

ମକର: ବ୍ୟବସାୟରେ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ ଓ ସଫଳ ହେବେ। ଜୀବନସାଥୀଙ୍କୁ ଦେଇଥିବା କଥା ପୂରା କରିବେ।

କୁମ୍ଭ: ଆପଣଙ୍କ ମନରେ ନୂଆ ବିଚାର ଆସିବ। କାମରେ ନିଜସ୍ବ ନିଷ୍ପତ୍ତି ନେଇ ସନ୍ତୁଷ୍ଟ ରହିବେ। ଶତ୍ରୁଙ୍କୁ ପରାସ୍ତ କରିବେ।

ମୀନ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ସମ୍ବନ୍ଧିତ ଖବର