ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁମାନଙ୍କ ସହିତ ଗପସପରେ ସମୟ ବିତିବ। ଉନ୍ନତି ପାଇଁ ସୁଯୋଗ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ମେଷ: ବନ୍ଧୁମାନଙ୍କ ସହିତ ଗପସପରେ ସମୟ ବିତିବ। ଉନ୍ନତି ପାଇଁ ସୁଯୋଗ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଦୋହଲି ପାରେ। ଚାକିରି ବୃତ୍ତିରେ ଆପଣଙ୍କ ସମ୍ମୁଖରେ ବଡ଼ ଆହ୍ବାନ ଆସିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 

ମିଥୁନ: ଜରୁରୀ କାମରେ ସୁଫଳ ମିଳିବ। କର୍ତ୍ତୃପକ୍ଷଙ୍କ ଠାରୁ ସକରାତ୍ମକ ସୂଚନା ମିଳିପାରେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ।

 

କର୍କଟ: ସପରିବାର ଠାକୁରଙ୍କୁ ପୂଜାର୍ଚ୍ଚନା କରିବେ। ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଲାଭଦାୟକ ଚୁକ୍ତି ହେବ।

 

ସି˚ହ: ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ। ବ୍ୟବସାୟରେ ଅନ୍ୟଙ୍କ ସହଯୋଗ ପାଇବେ। ଚାକିରିଜୀବୀଙ୍କୁ ନୂଆ ସୁଯୋଗ ମିଳିପାରେ।

 

କନ୍ୟା: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରମାନେ ଲେଖାପଢ଼ାରେ ଧୢାନ ଦିଅନ୍ତୁ।

 

ତୁଳା: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଜରୁରୀ ବିଷୟରେ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।

 

ବିଛା: ଆଜି ଆପଣଙ୍କ ସ୍ବଭାବ ଶାନ୍ତ ରହିବ। କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

 

ଧନୁ: ପରିଶ୍ରମର ସୁଫଳ ପାଇବେ। ପୁରୁଣା ବନ୍ଧୁଙ୍କ ସହିତ ଦୀର୍ଘ ଆଲୋଚନା ହେବ। ପୁରୁଣା ଚୁକ୍ତିରୁ ଲାଭ ମିଳିବ।

 

ମକର: ନିଜର କାର୍ଯ୍ୟ କୁଶଳତା ବୃଦ୍ଧି କରନ୍ତୁ। ବେପାରରେ ସାମାନ୍ୟ ଲାଭ ମିଳିବ। ଘର ଖର୍ଚ୍ଚ ବଢ଼ିପାରେ।

 

କୁମ୍ଭ: ଅଧିକାଂଶ କାମ ସ˚ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କାହାରିକୁ ହୃଦୟର କଥା କହିବେ।

 

ମୀନ: ନିଜକୁ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ଜରୁରୀ କାମ ପୂରା କରିବାରେ ସଫଳ ହେବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ।

ସମ୍ବନ୍ଧିତ ଖବର