ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନରେ ଉତ୍ସାହ ବଢ଼ିବ। ଦିନଟି ଭଲରେ କଟିବ। ଛାତ୍ରଛାତ୍ରୀଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ।

ବୃଷ: ଭାବିଥିବା କାମ ଶୀଘ୍ର ପୂରା କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁମାନଙ୍କ ସହିତ ଗପସପରେ ସମୟ କଟିବ।

 

ମିଥୁନ: ମନ ଖୁସି ରହିବ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଭାବିଥିବା କାମ ସ˚ପୂର୍ଣ୍ଣ କରିନେବେ।

 

କର୍କଟ: ବ୍ୟବସାୟରେ ଲାଭ ପାଇବେ। ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ।

 

ସି˚ହ: ଆପଣଙ୍କ ନିଷ୍ପତ୍ତି ଲାଭପ୍ରଦ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ପାରିବାରିକ ଜୀବନ ସୁଖମୟ ହେବ।

 

କନ୍ୟା: ଯାହା ବି କାମ କରିବେ, ସଫଳତା ହାସଲ କରିବେ। କିଛି ଲୋକ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

 

ତୁଳା: ପୂଜାପାଠରେ ସମୟ ବିତିବ। ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ। ପ୍ରେମ ସମ୍ବନ୍ଧରେ ଖୁସି ବଢ଼ିବ।

 

ବିଛା: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଆଲୋଚନା ହେବ। ଆପଣଙ୍କର କୌଣସି ଇଚ୍ଛା ପୂରା ହେବ। ବ୍ୟବସାୟ ବୃଦ୍ଧିର ସମ୍ଭାବନା ରହିଛି।

 

ଧନୁ: ଆପଣଙ୍କ ବିଚାର ସକରାତ୍ମକ ରହିବ। ଲକ୍ଷ୍ୟ ହାସଲ ଲାଗି ଯୋଜନା କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

 

ମକର: ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

 

କୁମ୍ଭ: ନୂଆ ଦାୟିତ୍ବକୁ ଭଲ ଭାବେ ନିର୍ବାହ କରିବେ। ବ୍ୟବସାୟରେ ଲାଭ ହେବ। ପ୍ରିୟ ବନ୍ଧୁଙ୍କୁ ସାହାଯ୍ୟ କରିବେ।

 

ମୀନ: ବ୍ୟବସାୟରେ ଲାଗି ରହିଥିବା ବିବାଦ ସମାପ୍ତ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ଠାରୁ ପ୍ରଶଂସା ପାଇବେ।

ସମ୍ବନ୍ଧିତ ଖବର