ଜାଣନ୍ତୁ ଆଜିର ରାଶିଫଳ

ମେଷ: ବାଦ ବିବାଦ ଠାରୁ ଦୂରେଇ ରହନ୍ତୁ। କାର୍ୟ୍ୟ କ୍ଷେତ୍ରରେ ସମସ୍ୟା ଆସିପାରେ। ଇ˚ଜିନିୟରଙ୍କୁ ବଡ଼ ସୁଯୋଗ ମିଳିପାରେ।

ବୃଷ: ଧର୍ମକର୍ମ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ।

 

ମିଥୁନ: ବୃତ୍ତି ନେଇ ନୂଆ ପ୍ରସ୍ତାବ ମିଳିପାରେ। ବ୍ୟବସାୟରେ ବିନିୟୋଗ ଲାଭପ୍ରଦ ହେବ। ଦାମ୍ପତ୍ୟ ଜୀବନ ଉତ୍ତମ ରହିବ।

 

କର୍କଟ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ। ଖାସ୍ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ।

 

ସି˚ହ: ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ହାତକୁ ନେଇଥିବା କାର୍ୟ୍ୟ ପୂରା କରି ବିଶ୍ରାମ ନିଅନ୍ତୁ। ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ।

 

କନ୍ୟା: କୌଣସି କାମ ପାଇଁ ସମ୍ମାନିତ ହୋଇପାରନ୍ତି। ଓକିଲଙ୍କ ପାଇଁ ଦିନଟି ଭଲ। ଆର୍ଥିକ ଲାଭ ମିଳିବା ହେତୁ ଖୁସି ରହିବେ।

 

ତୁଳା: ଆୟ ସାଧନ ବୃଦ୍ଧି ହେବ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କୁ ଭଲ ଖବର ମିଳିବ।

 

ବିଛା: ବୟସ୍କଙ୍କ ସେବା କରନ୍ତୁ ସଫଳତାର ରାସ୍ତା ଉନ୍ମୁକ୍ତ ହେବ। ବ୍ୟବସାୟରେ ନୂଆ କାମ ମିଳିବ। ପ୍ରେମ ସମ୍ବନ୍ଧରେ ଘନିଷ୍ଠତା ବୃଦ୍ଧି ହେବ।

 

ଧନୁ: ସପରିବାର ଭଗବାନଙ୍କୁ ପୂଜା କରିବେ। ନୂଆ କାମ ପ୍ରତି ଆଗ୍ରହ ବଢ଼ିବ। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ।

 

ମକର: ଜରୁରୀ କାମ ପୂରା ହୋଇଯିବ। ବୈବାହିକ ଜୀବନ ଭଲ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଛାତ୍ରଛାତ୍ରୀଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ।

 

କୁମ୍ଭ: ସତେଜ ଅନୁଭବ କରିବେ। ଲୋକଙ୍କ ସାହାଯ୍ୟ ବଳରେ ସ୍ଥଗିତ କାମ ପୂରା କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

 

ମୀନ: ପାରିବାରିକ ବନ୍ଧୁଙ୍କ ସହିତ ଆଲୋଚନା ହେବ। ଆପଣଙ୍କୁ ଲାଭର ସୁଯୋଗ ମିଳିବ। ଅଫିସ କାର୍ୟ୍ୟରେ ସନ୍ତୁଷ୍ଟ ରହିବେ।

ସମ୍ବନ୍ଧିତ ଖବର