ଜାଣନ୍ତୁ ଆଜିର ରାଶିଫଳ

ମେଷ: ଧାର୍ମିକ କାର୍ୟ୍ୟ ପ୍ରତି ମନରେ ଶ୍ରଦ୍ଧା ବଢ଼ିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସ˚ପର୍କ ମଜଭୁତ ହେବ। ବେପାରିଙ୍କୁ ଆୟର ନୂଆ ଉତ୍ସ ମିଳିବ।

ବୃଷ: ଆପଣଙ୍କୁ ଭଲ କାମ ମିଳିପାରେ। ଛାତ୍ରମାନେ ଲେଖାପଢ଼ାରେ ମନୋଯୋଗ ଦେବେ। ପାରିବାରିକ ଜୀବନ ସୁଖଦ ରହିବ।

 

ମିଥୁନ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବ୍ୟବସାୟରେ ନୂଆ ଚୁକ୍ତି କରିବାର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ଖୁସି ବଢ଼ିବ।

 

କର୍କଟ: ଆର୍ଥିକ ଅଗ୍ରଗତିର ସୁଯୋଗ ପାଇବେ। ସମାଜରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଶୁଭ ସମାଚାର ମିଳିବ।

 

ସି˚ହ: ସମସ୍ୟାର ସମାଧାନ ପାଇବାରେ ସଫଳ ହେବେ। ପରିବାର ପକ୍ଷରୁ ଆପଣଙ୍କୁ ସ˚ପୂର୍ଣ୍ଣ ସହଯୋଗ ମିଳିବ। ଇ˚ଜିନିୟରଙ୍କ ଲାଗି ଦିନଟି ଭଲ।

 

କନ୍ୟା: ଅଫିସ ଯିବା ସମୟରେ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ବ୍ୟବସାୟରେ ଭାଗୀଦାରଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

 

ତୁଳା: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ପ୍ରିୟଜନଙ୍କ ଠାରୁ ଖୁସି ଖବର ପାଇବେ।

 

ବିଛା: ଆପଣଙ୍କ ମନ ଚାକିରି ବୃତ୍ତିରେ ଲାଗି ରହିବ। ଭାଗୀଦାରଙ୍କ ସହଯୋଗ ପାଇବେ। ଘରୋଇ ବାତାବରଣ ସୁଖଦ ରହିବ।

 

ଧନୁ: କାର୍ୟ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ଖୋଜିବେ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତା ସମାପ୍ତ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

 

ମକର: ବ୍ୟବସାୟରେ ବେଶୀ ଲାଭ ପାଇବା ପାଇଁ ମନ ଦେଇ କାମ କରିବେ। ବାହାରକୁ ଗଲା ବେଳେ ସାବଧାନତାର ସହ ବାହନ ଚଳାନ୍ତୁ।

 

କୁମ୍ଭ: ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ସେବା କାର୍ୟ୍ୟରେ ସମୟ ଦେବେ। ରାଜନୀତିରେ ସଫଳତା ପାଇବେ।

 

ମୀନ: ଆପଣଙ୍କର ଭଲ ପ୍ରଦର୍ଶନ ପାଇଁ ପଦୋନ୍ନତି ମିଳିପାରେ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ସ୍ବାସ୍ଥ୍ୟ ଭଲ ରହିବ।

ସମ୍ବନ୍ଧିତ ଖବର