ଜାଣନ୍ତୁ ଆଜିର ରାଶିଫଳ

ମେଷ: କମ୍‌ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ। ଆପଣଙ୍କ ଅନୁରୋଧକୁ ଉପରିସ୍ଥ କର୍ମଚାରୀ ଗୁରୁତ୍ବ ଦେବେ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ପୂଜାର୍ଚ୍ଚନାରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଚୁକ୍ତିପତ୍ର ହେବାର ସମ୍ଭାବନା ରହିଛି।

 

ମିଥୁନ: ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଚାକିରିରେ ବିଶୃଙ୍ଖଳା ଦେଖାଦେବ। ଜରୁରୀ କାମ କଲାବେଳେ ସତର୍କ ରୁହନ୍ତୁ।

 

କର୍କଟ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।

 

ସି˚ହ: ଶୁଭ ସମାଚାର ପାଇବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଚାକିରିଜୀବୀଙ୍କୁ ନୂଆ ଲକ୍ଷ୍ୟ ମିଳିପାରେ। ଦାମ୍ପତ୍ୟ ସମ୍ବନ୍ଧ ଖୁସିରେ ଭରପୂର ରହିବ।

 

କନ୍ୟା: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ସବୁ କାମ ମନୋଯୋଗରେ କରିବେ। ବ୍ୟବସାୟରେ ଧନଲାଭ ହେବ।

 

ତୁଳା: ଆଧୢାତ୍ମିକ କାର୍ଯ୍ୟରେ ଆପଣଙ୍କ ଧୢାନ ଲାଗି ରହିବ। ବଡ଼ଙ୍କ ପରାମର୍ଶ ନେଇ ନୂଆ କାମ କରନ୍ତୁ। କଥାବାର୍ତ୍ତା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

 

ବିଛା: ଉନ୍ନତିର ନୂଆ ସାଧନ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଅଫିସରେ ଦାୟିତ୍ବ ବଢ଼ିପାରେ।

 

ଧନୁ: ବ୍ୟବସାୟରେ କୌଣସି ଲୋକଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

 

ମକର: ନିଜକୁ ଶକ୍ତିମାନ ଅନୁଭବ କରିବେ। କୌଣସି ଖାସ୍‌ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ।

 

କୁମ୍ଭ: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ। ବ୍ୟବସାୟରେ ସୁଧାର ଆଣିବେ। ପତି ପତ୍ନୀଙ୍କ ମଧୢରେ ପ୍ରେମ ଭାବ ବୃଦ୍ଧି ହେବ।

 

ମୀନ: ବେପାର ପାଇଁ ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ନୂଆ ସୁଯୋଗ ପାଇବେ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।

ସମ୍ବନ୍ଧିତ ଖବର