ଜାଣନ୍ତୁ ଆଜିର ରାଶିଫଳ

ମେଷ: ବହୁ ଦିନର ଆଶା ପୂରଣ ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

ବୃଷ: ବ୍ୟବସାୟ ପରିବର୍ତ୍ତନରେ ଆପଣଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ସମାଜରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଦାମ୍ପତ୍ୟ ସମ୍ବନ୍ଧ ମଜଭୁତ ହେବ।

 

ମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ। ଶୁଭ ଖବର ମିଳିବା ହେତୁ ଖୁସି ରହିବେ। ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଦେବେ।

 

କର୍କଟ: ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ସାମାଜିକ କାର୍ୟ୍ୟରେ ଅଧିକ ସମୟ ଦେବେ। ବରିଷ୍ଠଙ୍କ ସହଯୋଗରେ ଆପଣଙ୍କ କାମ ସ˚ପୂର୍ଣ୍ଣ ହେବ।

 

ସି˚ହ: ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। କାରବାରରେ କୌଣସି ନୂଆ ଚୁକ୍ତି ହେବ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।

 

କନ୍ୟା: ଆପଣଙ୍କ ଉତ୍ସାହ ସହଯୋଗୀଙ୍କୁ ପ୍ରଭାବିତ କରିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ବେକାରଙ୍କ ଲାଗି ସୁଯୋଗ ଆସିବ।

 

ତୁଳା: ପରିବାର ସହିତ ହସଖୁସିରେ ସମୟ କାଟିବେ। ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ସମାଜିକ କ୍ଷେତ୍ରରେ ଯଶ ମିଳିବ।

 

ବିଛା: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ବନ୍ଧୁ ମାଧୢମରେ ମହତ୍ତ୍ବପୂର୍ଣ୍ଣ କାର୍ୟ୍ୟ ପୂରା ହେବ। ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ।

 

ଧନୁ: ଆପଣଙ୍କର ଆତ୍ମବିଶ୍ବାସ ଦୃଢ଼ ରହିବ। ଯେଉଁ କାମ ହାତକୁ ନେବେ ମନୋଯୋଗର ସହ କରିବେ। ଅଚାନକ ଧନଲାଭ ହେବ।

 

ମକର: ଧନଲାଭର ସୁଯୋଗ ପାଇବେ। ବ୍ୟବସାୟର ନୂଆ ପ୍ରସ୍ତାବ ନେଇ ବିଚାର କରିବେ। ପାରିବାରିକ ଜୀବନ ସୁଖଦ ରହିବେ।

 

କୁମ୍ଭ: ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବନ୍ଧୁଙ୍କୁ ମନର କଥା କହିବେ।

 

ମୀନ: ପାରିବାରିକ ମାମଲା ନେଇ ଚିନ୍ତା ବଢ଼ିବ। କୌଣସି କଥା ନେଇ ଭାଇଙ୍କ ସହିତ ମତଭେଦ ହେବ। ବ୍ୟବସାୟରେ ପରିଶ୍ରମ ତୁଳନାରେ କମ୍ ଲାଭ ପାଇବେ।

ସମ୍ବନ୍ଧିତ ଖବର