ଜାଣନ୍ତୁ ଆଜିର ରାଶିଫଳ

ମେଷ: ଧାର୍ମିକ କାର୍ୟ୍ୟ କରନ୍ତୁ, ଚାକିରି ଓ ବୃତ୍ତିରେ ଲାଭ ମିଳିବ। ବନ୍ଧୁଙ୍କୁ ଜରୁରୀ କାମରେ ସାହାଯ୍ୟ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ନୂଆ କାମ କରିବା ଲାଗି ଆପଣଙ୍କର ଆଗ୍ରହ ହୋଇପାରେ। ବ୍ୟବସାୟରେ ଅଟକିଥିବା ପଇସା ମିଳିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

 

ମିଥୁନ: ମନ ପ୍ରସନ୍ନ ରହିବ। ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆପଣଙ୍କ ଜୀବନରେ ନୂଆ ପ୍ରେମ ସମ୍ବନ୍ଧ ଆରମ୍ଭ ହୋଇପାରେ।

 

କର୍କଟ: ପୂଜାପାଠରେ ସମୟ ବିତିବ। ଅସହାୟଙ୍କୁ ସାହାଯ୍ୟ କରିବେ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ।

 

ସି˚ହ: ଇଷ୍ଟଦେବଙ୍କ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। କ୍ୟାରିୟରକୁ ଏକ ନୂଆ ଦିଶା ମିଳିବ। ବରିଷ୍ଠଙ୍କ ସହଯୋଗରେ କାମ ପୂରା ହେବ।

 

କନ୍ୟା: ଚାକିରିଆଙ୍କ ଲାଗି ଦିନଟି ଉତ୍ତମ। ପଡ଼ୋଶୀଙ୍କ ସହିତ କୌଣସି ବିଷୟ ନେଇ କଥା ହେବେ। ପାରିବାରିକ ଜୀବନ ସୁଖମୟ ହେବ।

 

ତୁଳା: ଆତ୍ମବିଶ୍ବାସ ଓ ସଚ୍ଚୋଟତା ବଳରେ ଆଗକୁ ବଢ଼ିବା ସହଜ ହେବ। ଶତ୍ରୁଙ୍କୁ ପରାସ୍ତ କରିବେ। ଦାମ୍ପତ୍ୟ ସମ୍ବନ୍ଧ ଖୁସିରେ ଭରପୂର ରହିବ।

 

ବିଛା: କୌଣସି ସ˚ପର୍କିୟଙ୍କ ସାହାଯ୍ୟରେ କାମ ମିଳିପାରେ। ଅଚାନକ ଧନଲାଭ ହେବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

 

ଧନୁ: କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ନୂଆ କାମ କରିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। ସାମାଜିକ କାର୍ୟ୍ୟରେ ସମୟ ବିତିବ।

 

ମକର: ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାମ ପୂରା କରିବେ। ଛାତ୍ରଙ୍କର ଗବେଷଣା ସ˚ପୂର୍ଣ୍ଣ ହୋଇପାରେ। ପ୍ରିୟଜନଙ୍କ ଠାରୁ ଖୁସି ଖବର ପାଇବେ।

 

କୁମ୍ଭ: ସୁସ୍ଥ ସବଳ ଅନୁଭବ କରିବେ। ଚାକିରିଜୀବୀଙ୍କୁ କାମରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ।

 

ମୀନ: ଦିନଟି ଉତ୍ସାହ ଭରା ରହିବ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାମ ଶେଷ କରିବେ। ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।

ସମ୍ବନ୍ଧିତ ଖବର