/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ଲକ୍ଷ୍ୟ ଦିଗରେ ଅଗ୍ରସର ହେବେ। ଆର୍ଥିକ ଲାଭ ମିଳିବା ହେତୁ ମନ ଖୁସି ରହିବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ।
ମେଷ: ଲକ୍ଷ୍ୟ ଦିଗରେ ଅଗ୍ରସର ହେବେ। ଆର୍ଥିକ ଲାଭ ମିଳିବା ହେତୁ ମନ ଖୁସି ରହିବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଅତୁଟ ରହିବ। ସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ଶୁଭ ଖବର ପାଇବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ।
ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଅତୁଟ ରହିବ। ସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ଶୁଭ ଖବର ପାଇବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ଆପଣ ଆଜି ଖୁସି ରହିବେ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟାବସାୟିକ କାମରେ ପାଖ ସହରକୁ ଯିବେ।
ମିଥୁନ: ଆପଣ ଆଜି ଖୁସି ରହିବେ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟାବସାୟିକ କାମରେ ପାଖ ସହରକୁ ଯିବେ।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: କାର୍ୟ୍ୟକ୍ଷେତ୍ରରେ ଭଲ ଶୈଳୀରେ କାମ କରିବେ। ରାଜନୀତିରେ ସଫଳତା ହାସଲ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ଖୁସି ଭରି ରହିବ।
କର୍କଟ: କାର୍ୟ୍ୟକ୍ଷେତ୍ରରେ ଭଲ ଶୈଳୀରେ କାମ କରିବେ। ରାଜନୀତିରେ ସଫଳତା ହାସଲ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ଖୁସି ଭରି ରହିବ।
/sambad/media/post_attachments/wp-content/uploads/2017/11/singha.jpg) ସି˚ହ: ବଜାରକୁ ଯିବା ବାଟରେ ବନ୍ଧୁଙ୍କ ସହିତ ଭେଟ ହେବ। ଉନ୍ନତିର ନୂଆ ରାସ୍ତା ଖୋଲିପାରେ। ଜୀବନସାଥୀଙ୍କ ଠାରୁ ଅଧିକ ପ୍ରେମ ପାଇବେ।
ସି˚ହ: ବଜାରକୁ ଯିବା ବାଟରେ ବନ୍ଧୁଙ୍କ ସହିତ ଭେଟ ହେବ। ଉନ୍ନତିର ନୂଆ ରାସ୍ତା ଖୋଲିପାରେ। ଜୀବନସାଥୀଙ୍କ ଠାରୁ ଅଧିକ ପ୍ରେମ ପାଇବେ।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ପୂଜାପାଠରେ ମନକୁ ଶାନ୍ତି ମିଳିବ। ଚାକିରିଜୀବୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ।
କନ୍ୟା: ପୂଜାପାଠରେ ମନକୁ ଶାନ୍ତି ମିଳିବ। ଚାକିରିଜୀବୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ଅଧିକ ସମୟ ଆତ୍ମଚିନ୍ତନରେ ବିତିବ। କୌଣସି କାମ ପାଇଁ ସରକାରୀ ଅଫିସକୁ ଯିବେ। ବ୍ୟବସାୟରେ ଭାଗୀଦାରଙ୍କ ସହିତ ଯୁକ୍ତିତର୍କ ହୋଇପାରେ।
ତୁଳା: ଅଧିକ ସମୟ ଆତ୍ମଚିନ୍ତନରେ ବିତିବ। କୌଣସି କାମ ପାଇଁ ସରକାରୀ ଅଫିସକୁ ଯିବେ। ବ୍ୟବସାୟରେ ଭାଗୀଦାରଙ୍କ ସହିତ ଯୁକ୍ତିତର୍କ ହୋଇପାରେ।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ସପକ୍ଷରେ ଅଛି। ନୂଆ ଲୋକଙ୍କ ସହିତ ଆଲୋଚନା ଲାଭପ୍ରଦ ହେବ। ପ୍ରେମରେ ସଫଳତା ମିଳିବ।
ବିଛା: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ସପକ୍ଷରେ ଅଛି। ନୂଆ ଲୋକଙ୍କ ସହିତ ଆଲୋଚନା ଲାଭପ୍ରଦ ହେବ। ପ୍ରେମରେ ସଫଳତା ମିଳିବ।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ଆପଣଙ୍କୁ ଲାଭର ସୁଯୋଗ ମିଳିବ। ଚାକିରିରେ ଦାୟିତ୍ବ ବଢ଼ିବ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ।
ଧନୁ: ଆପଣଙ୍କୁ ଲାଭର ସୁଯୋଗ ମିଳିବ। ଚାକିରିରେ ଦାୟିତ୍ବ ବଢ଼ିବ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ।
/sambad/media/post_attachments/wp-content/uploads/2017/11/makar.jpg) ମକର: ଭଲ ପ୍ରଦର୍ଶନ ଦ୍ବାରା କ୍ୟାରିୟରରେ ଉନ୍ନତି ହେବ। ବେପାରୀଙ୍କୁ ଲାଭ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ରହିବ।
ମକର: ଭଲ ପ୍ରଦର୍ଶନ ଦ୍ବାରା କ୍ୟାରିୟରରେ ଉନ୍ନତି ହେବ। ବେପାରୀଙ୍କୁ ଲାଭ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ରହିବ।
/sambad/media/post_attachments/wp-content/uploads/2017/11/kumbha.jpg) କୁମ୍ଭ: ନୂଆ କାର୍ୟ୍ୟର ଶୁଭାରମ୍ଭ କରି ପାରନ୍ତି। ସରକାରୀ କ୍ଷେତ୍ରରେ ସ୍ଥଗିତ କାମ ପୂରା ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।
କୁମ୍ଭ: ନୂଆ କାର୍ୟ୍ୟର ଶୁଭାରମ୍ଭ କରି ପାରନ୍ତି। ସରକାରୀ କ୍ଷେତ୍ରରେ ସ୍ଥଗିତ କାମ ପୂରା ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ଆପଣଙ୍କ ସ୍ବଭାବକୁ ପରିବାରରେ ପ୍ରଶ˚ସା ମିଳିବ। ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ ମିଳିବ। ପ୍ରେମ ସମ୍ବନ୍ଧରେ ସତେଜତା ଅନୁଭବ କରିବେ।
ମୀନ: ଆପଣଙ୍କ ସ୍ବଭାବକୁ ପରିବାରରେ ପ୍ରଶ˚ସା ମିଳିବ। ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ ମିଳିବ। ପ୍ରେମ ସମ୍ବନ୍ଧରେ ସତେଜତା ଅନୁଭବ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-6.jpg)
