ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ। ବନ୍ଧୁଙ୍କ ସହଯୋଗ ପାଇବେ। ଗବେଷଣା କାମ ସ˚ପୂର୍ଣ୍ଣ ହୋଇପାରେ।

ବୃଷ: ସାରାଦିନ ଖୁସି ମନରେ ରହିବେ। ଜୀବନସାଥୀଙ୍କ ଠାରୁ ବହୁତ ପ୍ରେମ ପାଇବେ। ଚାକିରିଜୀବୀଙ୍କୁ କାମରେ ସଫଳତା ମିଳିବ।

 

ମିଥୁନ: ମନୋଯୋଗରେ ନିଜର କାମ କରିବେ। ଉଚ୍ଚ ଅଧିକାରୀ ଆପଣଙ୍କ କାମକୁ ପ୍ରଶ˚ସା କରିବେ। ପାରିବାରିକ ଜୀବନ ସୁଖମୟ ହେବ।

 

କର୍କଟ: ଭାବିଚିନ୍ତି କିଣାବିକା କରନ୍ତୁ। ପାରିବାରିକ ବ୍ୟାପାରକୁ ନେଇ ଆକୁଳ ରହିବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

 

ସି˚ହ: ସ୍ଥଗିତ କାମ ସ˚ପୂର୍ଣ୍ଣ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ।

 

କନ୍ୟା: ନୂଆ ଲୋକମାନଙ୍କ ସହିତ ମିଶିବାର ଅବସର ମିଳିବ। ଅଫିସରେ ଆପଣଙ୍କ ପ୍ରଦର୍ଶନ ଉତ୍ତମ ରହିବ। କଳାକାରଙ୍କ ଲାଗି ଦିନଟି ଭଲ।

 

ତୁଳା: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ବେପାର କାମରେ ପାଖ ସହରକୁ ଯିବେ। ଚାକିରି ଖୋଜୁଥିବା ମହିଳାଙ୍କୁ ଶୁଭ ଖବର ମିଳିବ।

 

ବିଛା: ଜୀବିକାରେ ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ନିକଟରେ ସାବଧାନତା ଅବଲମ୍ବନ କରନ୍ତୁ।

 

ଧନୁ: ବେପାରରେ ଲାଭ ପାଇଁ ମନୋଯୋଗରେ କାମ କରିବେ। ନୂଆ ଲୋକଙ୍କ ସହିତ ଆପଣଙ୍କର ସ˚ପର୍କ ହୋଇପାରେ।

 

ମକର: ଭବିଷ୍ୟତକୁ ନେଇ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଚାକିରି କ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ମିଳିବ।

 

କୁମ୍ଭ: ଦୀର୍ଘ ଦିନରୁ ଅଟକିଥିବା ଆର୍ଥିକ ମାମଲାର ସମାଧାନ ହେବ। ନୂଆ ଲୋକମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ।

 

ମୀନ: ଆପଣଙ୍କର ମସ୍ତିଷ୍କ କିଛି କହିବ ଆଉ ହୃଦୟ କିଛି କହିବ। ପରିବାରରେ ନୂଆ ଦାୟିତ୍ବ ନିର୍ବାହ କରିବେ। ଖର୍ଚ୍ଚ ବଢ଼ିବା ହେତୁ ଚିନ୍ତିତ ରହିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.