ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ। ବନ୍ଧୁଙ୍କ ସହଯୋଗ ପାଇବେ। ଗବେଷଣା କାମ ସ˚ପୂର୍ଣ୍ଣ ହୋଇପାରେ।

ବୃଷ: ସାରାଦିନ ଖୁସି ମନରେ ରହିବେ। ଜୀବନସାଥୀଙ୍କ ଠାରୁ ବହୁତ ପ୍ରେମ ପାଇବେ। ଚାକିରିଜୀବୀଙ୍କୁ କାମରେ ସଫଳତା ମିଳିବ।

 

ମିଥୁନ: ମନୋଯୋଗରେ ନିଜର କାମ କରିବେ। ଉଚ୍ଚ ଅଧିକାରୀ ଆପଣଙ୍କ କାମକୁ ପ୍ରଶ˚ସା କରିବେ। ପାରିବାରିକ ଜୀବନ ସୁଖମୟ ହେବ।

 

କର୍କଟ: ଭାବିଚିନ୍ତି କିଣାବିକା କରନ୍ତୁ। ପାରିବାରିକ ବ୍ୟାପାରକୁ ନେଇ ଆକୁଳ ରହିବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

 

ସି˚ହ: ସ୍ଥଗିତ କାମ ସ˚ପୂର୍ଣ୍ଣ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ।

 

କନ୍ୟା: ନୂଆ ଲୋକମାନଙ୍କ ସହିତ ମିଶିବାର ଅବସର ମିଳିବ। ଅଫିସରେ ଆପଣଙ୍କ ପ୍ରଦର୍ଶନ ଉତ୍ତମ ରହିବ। କଳାକାରଙ୍କ ଲାଗି ଦିନଟି ଭଲ।

 

ତୁଳା: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ବେପାର କାମରେ ପାଖ ସହରକୁ ଯିବେ। ଚାକିରି ଖୋଜୁଥିବା ମହିଳାଙ୍କୁ ଶୁଭ ଖବର ମିଳିବ।

 

ବିଛା: ଜୀବିକାରେ ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ନିକଟରେ ସାବଧାନତା ଅବଲମ୍ବନ କରନ୍ତୁ।

 

ଧନୁ: ବେପାରରେ ଲାଭ ପାଇଁ ମନୋଯୋଗରେ କାମ କରିବେ। ନୂଆ ଲୋକଙ୍କ ସହିତ ଆପଣଙ୍କର ସ˚ପର୍କ ହୋଇପାରେ।

 

ମକର: ଭବିଷ୍ୟତକୁ ନେଇ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଚାକିରି କ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ମିଳିବ।

 

କୁମ୍ଭ: ଦୀର୍ଘ ଦିନରୁ ଅଟକିଥିବା ଆର୍ଥିକ ମାମଲାର ସମାଧାନ ହେବ। ନୂଆ ଲୋକମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ।

 

ମୀନ: ଆପଣଙ୍କର ମସ୍ତିଷ୍କ କିଛି କହିବ ଆଉ ହୃଦୟ କିଛି କହିବ। ପରିବାରରେ ନୂଆ ଦାୟିତ୍ବ ନିର୍ବାହ କରିବେ। ଖର୍ଚ୍ଚ ବଢ଼ିବା ହେତୁ ଚିନ୍ତିତ ରହିବେ।

ସମ୍ବନ୍ଧିତ ଖବର