publive-imageମେଷ: ଅଧୁରା କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିନେବେ। ଅଫିସରେ ବଡ଼ ଚୁକ୍ତି କରିବାର ସୁଯୋଗ ମିଳିପାରେ। ବନ୍ଧୁ ତାଲିକାରେ ଭଲ ଲୋକ ଯୋଡ଼ିବେ।

Advertisment

publive-imageବୃଷ: ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ। ନେତା ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

publive-imageମିଥୁନ: ଜୀବିକାରେ ବଡ଼ ସଫଳତା ପାଇବେ। ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ। ବୈବାହିକ ଜୀବନ ଖୁସି ଭରା ରହିବ।

publive-imageକର୍କଟ: କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ କରିବା ନେଇ ଚିନ୍ତା କରିବେ। ବାହନ କିଣିବା ଲାଗି ମନ ବଳିବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

publive-imageସି˚ହ: ନିତିଦିନିଆ କାମରେ ଟିକିଏ ଗତିରୋଧ ହୋଇପାରେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବ୍ୟାବସାୟିକ କାମରେ ପାଖ ସହରକୁ ଯିବେ।

publive-imageକନ୍ୟା: ଓକିଲଙ୍କ ଲାଗି ଦିନଟି ଅନୁକୂଳ। ଟେଲି କଳାକାରଙ୍କର ପ୍ରସିଦ୍ଧି ବଢ଼ିବ। କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିବେ।

publive-imageତୁଳା: ପାରିବାରିକ ଜୀବନ ଶାନ୍ତିମୟ ହେବ। କିଛି ନୂଆ ସୁଯୋଗ ମିଳିପାରେ। ଧନ ସ˚ପର୍କିତ ମାମଲାର ସମାଧାନ ଅତିଶୀଘ୍ର ହେବ।

publive-imageବିଛା: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ବନ୍ଧୁଙ୍କ ସହିତ ମିଶିବାର ଯୋଗ ରହିଛି। ଜୀବିକାରେ ଉନ୍ନତିର ନୂଆ ରାସ୍ତା ଖୋଲିବ।

publive-imageଧନୁ: ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିପାରେ। ଅସୁବିଧାର ସାମନା କରିବାକୁ ପଡ଼ିପାରେ। ବନ୍ଧୁଙ୍କୁ ଅନୁରୋଧ କଲେ ସାହାଯ୍ୟ ମିଳିବ।

publive-imageମକର: ବିଭିନ୍ନ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଭାବିଥିବା କାମ ବିନା ବାଧାବିଘ୍ନରେ ସ˚ପନ୍ନ ହେବ। ପ୍ରେମରେ ସଫଳତା ମିଳିବ।

publive-imageକୁମ୍ଭ: ଜୀବନକୁ ସୁନ୍ଦର କରିବା ପାଇଁ ଚେଷ୍ଟା କରିବେ। ବିଶେଷ କାମରେ ଲାଭ ମିଳିପାରେ। ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ।

publive-imageମୀନ: ଦିନଟି ଆପଣଙ୍କ ଲାଗି ଉତ୍ତମ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଆଇନ ପରାମର୍ଶଦାତାଙ୍କ ସାହାଯ୍ୟ ପାଇବେ।