ଜାଣନ୍ତୁ ଆଜିର ରାଶିଫଳ

ମେଷ: ନୂଆ ଲୋକଙ୍କ ସହିତ ପରିଚିତ ହେବେ। ବ୍ୟବସାୟ ପାଇଁ ନୂଆ ଚୁକ୍ତି କରିବେ। ବାହନ କିଣିବା ଲାଗି ମନ ବଳିବ। ସ୍ବାସ୍ଥ୍ୟ ଭଲ ରହିବ।

ବୃଷ: ମନରେ ନୂଆ ବିଚାର ସୃଷ୍ଟି ହେବ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ଇ˚ଜିନିୟରଙ୍କ ଲାଗି ଦିନଟି ଉତ୍ତମ।

 

ମିଥୁନ: ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। କଥାରେ ସମସ୍ତଙ୍କୁ ପ୍ରଭାବିତ କରି ପାରନ୍ତି। ଅଧୁରା କାମ ଯଥା ସମୟରେ ପୂରା କରିନେବେ।

 

କର୍କଟ: କୌଣସି ଭଲ ଖବର ପାଇବେ। ରାଜନୀତିର ପରିସର ବଢ଼ିବ। ଚାକିରିରେ ଉନ୍ନତି ଯୋଗ ଅଛି। ବ୍ୟବସାୟରେ ଲାଭ ପାଇବେ।

 

ସି˚ହ: ମନରେ ଧାର୍ମିକ କାର୍ୟ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭାବିବେ। ପତି ପତ୍ନୀଙ୍କ ମଧୢରେ ପ୍ରେମଭାବ ବଢ଼ିବ।

 

କନ୍ୟା: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗିବ। ବନ୍ଧୁ ଓ ସ˚ପର୍କିୟଙ୍କ ସହିତ କଥାବର୍ତ୍ତା କରିବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ।

 

ତୁଳା: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ବ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଭଲ ରହିବ। ବେପାରୀବର୍ଗଙ୍କୁ ଧନଲାଭ ହେବ।

 

ବିଛା: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ସୁସମ୍ବାଦ ପାଇବେ। ଯାହା ବି କାମ ଆରମ୍ଭ କରିବେ ସଫଳତା ପାଇବେ।

 

ଧନୁ: ମନ ଅସ୍ଥିର ହେବା ହେତୁ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି। ବାହନ ସାବଧାନତାର ସହ ଚଳାନ୍ତୁ।

 

ମକର: ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ନୂଆ ପୁରୁଣା ବନ୍ଧୁଙ୍କର ସହଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

 

କୁମ୍ଭ: ଆପଣଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ମିଳିବ। ଭାବିଥିବା କାମ ବିନା ବାଧାରେ ସ˚ପନ୍ନ ହେବ। ବ୍ୟବସାୟରେ ପ୍ରଗତି କରିବେ।

 

ମୀନ: ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ପୂର୍ବରୁ ଆରମ୍ଭ କରିଥିବା କାମ ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର