ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ। ଆର୍ଥିକ ଲାଭର ଭଲ ସୁଯୋଗ ମିଳିବ। ସ˚ପର୍କିୟଙ୍କ ସହିତ ମିଶିବାର ଯୋଗ ରହିଛି।

ବୃଷ: ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ନୂଆ ଲୋକଙ୍କ ସହିତ ପରିଚୟ ହେବ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ।

 

ମିଥୁନ: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଆଲୋଚନା ହେବ। ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ଶାନ୍ତ ବାତାବରଣ ରହିବ।

 

କର୍କଟ: ଘରୋଇ କାମ ସମାପ୍ତ କରିବାରେ ସଫଳ ହେବେ। ବେପାରରେ ଲାଭ ହେବ। ଚାକିରିରେ ନିଜର ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ।

 

ସି˚ହ: ନୂଆ ରଣକୌଶଳ ଶିଖିବେ। ବେପାରରେ ଲାଭର ସୁଯୋଗ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 

କନ୍ୟା: ଜୀବିକାରେ ପ୍ରତିକୂଳ ପରିସ୍ଥିତି ଆସିପାରେ। ଅର୍ଥ ମାମଲାରେ ହଇରାଣ ହୋଇପାରନ୍ତି। ପରିବାରରେ ଶାନ୍ତି ବଜାୟ ରଖନ୍ତୁ।

 

ତୁଳା: ଉପାର୍ଜନର ନୂଆ ସୁଯୋଗ ମିଳିବ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।

 

ବିଛା: ନିଜ ଉପରେ ଗର୍ବ ଅନୁଭବ କରିବେ। ବନ୍ଧୁଙ୍କ ପରାମର୍ଶ କାମରେ ଆସିବ। ଆପଣଙ୍କ କାର୍ୟ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ।

 

ଧନୁ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ସାଧୁସନ୍ଥଙ୍କର ସେବା କରିବାର ଅବସର ପାଇବେ। ସବୁ କ୍ଷେତ୍ରରେ ବିଜୟଲାଭ କରିବେ।

 

ମକର: ଆପଣଙ୍କ ଆପପାଖରେ ସୁଖଦ ପରିବେଶ ରହିବ। ଜରୁରୀ କାମ ଜୀବନସାଥୀଙ୍କର ପରାମର୍ଶ ନେଇ କରନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ।

 

କୁମ୍ଭ: ପାରିବାରିକ କାର୍ୟ୍ୟରେ ଘର ଲୋକଙ୍କ ସହଯୋଗ ପାଇବେ। ବ୍ୟବସାୟରେ ପ୍ରଗତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।

 

ମୀନ: ନିଜର କାମକୁ ଠିକ୍ ଭାବେ ନିର୍ବାହ କରିବେ। ଶତ୍ରୁଙ୍କୁ ପରାସ୍ତ କରିବେ। ରାଜନୀତିରେ କିଛି ଆଶା ପୂରଣ ହେବ।

ସମ୍ବନ୍ଧିତ ଖବର